ନୂଆପଡ଼ା, (ପରମେଶ୍ବର ମେହେର) ନୂଆପଡ଼ା ଜିଲ୍ଲା ସଦଭାବନା ଗୃହ ରେ ସଞ୍ଚୟ ପକ୍ଷ ସମାରୋହ ୨୦୨୨ ଓଡ଼ିଶା ସରକାର ଙ୍କ ଅର୍ଥ ବିଭାଗ ଜିଲ୍ଲା ପ୍ରଶାସନ ଦ୍ବାରା ଏକ ସଭା ଅନୁଷ୍ଠିତ ହୋଇଯାଇଛି।ଏହି ସମାରୋହ ରେ ଜିଲ୍ଲା ପରିଷଦ ସିଇଓ ମଧୁଛନ୍ଦା ସାହୁ ଅଧ୍ୟକ୍ଷତା କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଅଗସ୍ତି ପ୍ରଧାନ ମୁଖ୍ୟ ଅତିଥି,ଉପ ଜିଲ୍ଲାପାଳ ରାମଚନ୍ଦ୍ର ଖାଡ଼ିଆ,ସ୍ୱଳ୍ପ ସଞ୍ଚୟ ଅଧିକାରୀ ବିବେକାନନ୍ଦ ମହାନନ୍ଦ ,ସଦର ତହସିଲଦାର ଦେବେନ୍ଦ୍ର ରାଉତ,ଜିଲ୍ଲା କ୍ରୀଡ଼ା ଅଧିକାରୀ ଅଜୟ କୁମାର ପଟ୍ଟନାୟକ,ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।ଅନ୍ୟ ମାନଙ୍କ ମଧ୍ୟ ରେ ଜିଲ୍ଲାସ୍ତରୀୟ ବ୍ଲକସ୍ତରୀୟ ଅଧିକାରୀ, ଡାକ ବିଭାଗ,ବିଭିନ୍ନ ବ୍ୟାଙ୍କ କର୍ମଚାରୀ,ଛାତ୍ରଛାତ୍ରୀ,ଶିକ୍ଷକ ଶିକ୍ଷୟତ୍ରୀ ,ଅଙ୍ଗନୱାଡ଼ି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ। ବିଭୁଦତ୍ତ ମିଶ୍ର ମଞ୍ଚ ପରିଚାଳନା କରିଥିଲେ।ଏହି ସମାରୋହ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଟଙ୍କା ସଞ୍ଚୟ କେମିତି କରିବେ ଏବଂ କେଉଁ ବ୍ୟାଙ୍କ ରେ ଅର୍ଥ ସଞ୍ଚୟ କଲେ ଠକାମୀ ରୁ ବଞ୍ଚିତ ହେବେ ସେ ବିଷୟ ରେ ସଭା ରେ ଆଲୋଚନା ହେଇଥିଲା। ୩୧ ଅକ୍ଟୋବର ରୁ ଆରମ୍ଭ ହୋଇ ୧୪ ନଭେମ୍ବର ପର୍ଯ୍ୟନ୍ତ ସଞ୍ଚୟ ର ସଚେତନତା ରଥ ଜିଲ୍ଲା ର ବିଭିନ୍ନ ବ୍ଲକ ତଥା NAC ମାନଙ୍କ ରେ ପରିକ୍ରମା ହେଇ ଥିଲା । ଅସ୍ଵାଭାବିକ ଭାବେ ଉଚ୍ଚ ସୁଧ ହାର ପ୍ରଦାନ ର ପ୍ରତିଶ୍ରୁତି ତଥା ଖୁବ କାମ ଦିନେ ଦୁଇ ଗୁଣା ହୋଇଯିବ ପ୍ରଲୋଭନ ର ଶିକାର ହେଇଥାଏ ।କେବଳ ଡାକ ଘର ଓ ବ୍ୟାଙ୍କ ଭଳି ପ୍ରତିଷ୍ଠିତ ଓ ନିର୍ଭରଯୋଗ୍ୟ ପ୍ରତିଷ୍ଠାନ ରେ ନିଜର ଅର୍ଥ ସଞ୍ଚୟ କରିବା କୁ ଲୋକ ଙ୍କୁ ସଚେତନ କରାଯାଇଛି ।

Post a Comment