ବୌଦ୍ଧ (ହୃଦାନନ୍ଦ ମେହେର) ଆଜି ଏମଏସଡିଆନ୍ସ ଆସୋସିଏସନ୍ ଅଫ୍ ଓଡ଼ିଶା ତରଫରୁ ଶ୍ରୀ ଶ୍ରୀ ବେଲେଶ୍ୱର ବଧିର ଉଚ୍ଚ ବିଦ୍ୟାଳୟ ସାନ ସାନକଣ୍ଟୁଣିଆ (ବେହେରା ସାହି ,ପୋଷ୍ଟ - ବେଣ୍ଟାକାର ,୪୨ ମୌଜା ,ଜିଲ୍ଲା - କଟକ ରେ ଶିକ୍ଷା ଅଧ୍ୟୟନ କରୁଥିବା ୧୦୦ ଜଣ ଛାତ୍ର ଛାତ୍ରୀ ଙ୍କୁ ପାଠ୍ୟ ପୁସ୍ତକ ବଣ୍ଟନ ସହିତ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା ତା ସହିତ ପ୍ରଥମ ରୁ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କୁ ୩ ଟି ଗ୍ରୁପ୍ ରେ ବିଭକ୍ତ କରି ଏକ ଆର୍ଟ ପ୍ରତିଯୋଗିତା କରାଯାଇଥିଲା ଏବଂ ପ୍ରଥମ ସ୍ଥାନ ,ଦ୍ଵିତୀୟ ସ୍ଥାନ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା । ଆଜିର ଏଇ ସୁନ୍ଦର୍ କାର୍ଯ୍ୟ କ୍ରମରେ ଦୀପିକା ଦିଦି,ତମାସା ଦିଦି, ପ୍ରିୟବ୍ରତ ନାୟକ,ମିଲନ ଭାଇ , ସିତନ୍ ଭାଇ,ଦିବ୍ୟଜ୍ୟୋତି ଭାଇ , ଆରୀୟାନ୍ ଭାଇ,ଆଶୁତୋଷ ଭାଇ ଏବଂ ସତ୍ୟବ୍ରତ ଭାଇ କାର୍ଯ୍ୟକ୍ରମ ରେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଅତି ସୁନ୍ଦର ଭାବରେ ପରିଚାଳିତ କରି ସମାପ୍ତ କରିଥିଲେ ।

Post a Comment