୮ ଫୁଟର ଅଜଗର ଉଦ୍ଧାର

ସୁବର୍ଣ୍ଣପୁର(ଗଣପତିବାଘ) ୮ ଫୁଟର ଅଜଗର ଉଦ୍ଧାର । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳର ଖେମାଲୋଏ ପଞ୍ଚାୟତ ସମ୍ମୁଖରେ ରାସ୍ତା ପାର ହେବା ବେଳେ କିଛି ଲୋକ ଅଜଗରକୁ ଦେଖିଥିଲେ । ତେବେ ଅଜଗରକୁ କିଛି ଲୋକ ଉଦ୍ଧାର କରିବା ସହ ସ୍ଥାନୀୟ ବନ କର୍ମଚାରୀଙ୍କ ସହାୟତାରେ ଜଙ୍ଗଲରେ ଅଜଗରଟିକୁ ଛାଡିଛନ୍ତି ।

Post a Comment

Previous Post Next Post