ନୂଆପଡ଼ା (ପରମେଶ୍ବର ମେହେର) ଆଜି ନୂଆପଡା ନିର୍ବାଚନ ମଣ୍ଡଳୀର କୋମନା ବ୍ଳକର ଦୁଇ ନମ୍ବର ଜୋନରେ ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦ ଯାତ୍ରା ଦୁଇ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଅବନୀ ରଞ୍ଜନ ଯୋଶୀଙ୍କ ନେତୃତ୍ଵରେ ଏହି ଜନ ସମ୍ପର୍କ ପଦ ଯାତ୍ରା ହୋଇଥିବା ବେଳେ ମାନ୍ୟବର ଓଡ଼ିଶା ର ପ୍ରିୟ ମୂଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ର ସମଗ୍ର ଜିଲ୍ଲାରେ ଜନ ସମ୍ପର୍କ ପଦ ଯାତ୍ରା ଚାଲିଥିବା ବେଳେ ଆଜି ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ର ଶୁକ୍ଲିମୁଣ୍ଡି ଠାରୁ ଆରମ୍ଭ କରି ଠିକପାଳି, ଲରକି, ଗଣ୍ଡାମେହେର, କାଣ୍ଡେତରା ଓ ଦାନଝୋଲା ଗ୍ରାମରେ ଉକ୍ତ ପଦ ଯାତ୍ରା ହେଇଥିଲା । ମୁଖ୍ୟ ମନ୍ତ୍ରୀଙ୍କ ସମସ୍ତ ଯୋଜନା ଜନ୍ମ ରୁ ମୃତୁ ପର୍ଯ୍ୟନ୍ତ ଯେଉଁ ଯୋଜନା ଗୁଡିକ ରହିଛି ସେ ସବୁ ଯୋଜନା କୁ ଲୋକ ଙ୍କ ଠାରେ ପଞ୍ଚାଇବା ପାଇଁ ଏହି ପଦ ଯାତ୍ରା ର ମୂଳ ଲକ୍ଷ ରହିଛି । ଏହି ପଦ ଯାତ୍ରା ୨ ଅକ୍ଟୋବର ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ କରି ୨ ନଭେମ୍ବର ପର୍ଯ୍ୟନ୍ତ ଚାଲିବା ଲକ୍ଷ୍ୟ ଥିବା ବେଳେ ପୁଣି ଆହୁରି ୧୫ ଦିନ ଚାଲିବ ବୋଲି ସୂଚନା ଦେଇଥିଲେ । ଜନ ସମ୍ପର୍କ ପଦ ଯାତ୍ରା ମାଧ୍ୟମ ରେ ଯୋଜନା ବିଷୟ ରେ ଲୋକ ଙ୍କୁ ଅବଗତ କରିଥିଲେ ।ଯେ କୌଣସି ଅସୁବିଧା କଥା ହେଉ ନା କାହିଁକି ଯେମିତି କି ଡ଼ାକ୍ତରଖାନା କଥା ହେଉ,ଗାଁ ର ବିକାଶ କଥା ହେଉ, ଏବଂ ମତେ ଜଣାଇବ ବୋଲି ଓଡ଼ିଶା ସରକାର ଙ୍କ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ବୋଲି କହିଥିଲେ।ମନ୍ତ୍ରୀ ଙ୍କୁ ପ୍ରତେକ ଗାଁରେ ସ୍ୱାଗତ ସମ୍ବର୍ଦ୍ଧନା ଦେବା ସହ କୀର୍ତ୍ତନ, ବାଜାର ତାଳେ ତାଳେ ପାଛେଟି ନେଇଥିଲା ଲୋକେଏହି ପଦ ଯାତ୍ରାରେ ସାମିଲ ହୋଇଥିଲେ । କୋମନା ବ୍ଲକ ଅଧ୍ୟକ୍ଷା ଅନୂଷୟା କୁମ୍ଭାର, ମାନିଗୁଡା ସମିତି ସଭ୍ୟ କୃଷ୍ଣଚନ୍ଦ୍ର ବେମାଲ ,କୁରୁମପୁରି ସରପଞ୍ଚ ରାଏଧର ବଘେଲ, ଗୋକୁଳ ମେହେର, ଅଜୟ ଗହିର,ପ୍ରଦୀପ ଦଳପତି,ସରୋଜ ପ୍ରଧାନଏବଂ ସମସ୍ତ ବିଜେଡି ର କର୍ମକର୍ତ୍ତା ପ୍ରମୁଖ ପଦ ଯାତ୍ରାରେ ସାମିଲ ହୋଇଥିଲେ ା

Post a Comment