କଣ୍ଟାବାଞ୍ଜି : ଓଡ଼ିଆ ଭାଷା ଓ ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାର ତରଫ ରୁ ଉର୍ଦ୍ଧ ଏକେଡମୀ ଓଡ଼ିଶା ର ନୂଆ କମିଟି ର ଗଠନ ହୋଇଛି, ବିଭାଗ ନୋଟିଫିକେଶନ ନମ୍ବର ୮୭୧୧ ଅନୁଯାୟୀ ଏହି କମିଟି ର ଅଧ୍ୟକ୍ଷ ବିଭାଗୀୟ ମନ୍ତ୍ରୀ ରହିଛନ୍ତି,ଏହା ସହ ଏହି କମିଟି ରେ ସରକାରୀ ଓ ବେସରକାରୀ ସଦସ୍ୟ ରହିଛନ୍ତି,ଏହା ସହ ରାଜ୍ୟ ସମସ୍ତ ଜିଲ୍ଲା ରୁ ଗୋଟିଏ ପ୍ରତିନିଧି ନିଯୁକ୍ତି କରା ଯାଇଛି, ଓ ବଲାଙ୍ଗୀର ଜିଲ୍ଲା ରୁ କଣ୍ଟାବାଞ୍ଜି ର ପୂର୍ବତନ ବିଧାୟକ ଓ ପୂର୍ବ ଓଡିଶା ହଜ କମିଟି ଅଧ୍ୟକ୍ଷ ହାଜି ମହମ୍ମଦ ଆୟୁବ ଖାଁ ଙ୍କୁ ମନୋନୀତ କରା ଯାଇଛି, ବର୍ତ୍ତମାନ୍ ଆୟୁବ ଖାଁ ରାଜ୍ୟ ବିଜୁ ଜନତା ଦଳ ର ସାଧରଣ ସମ୍ପାଦକ ସଂଖ୍ୟା ଲଘୁ ସେଲ୍ ଅଛନ୍ତି, ଆୟୁବ ଖାଁ ଙ୍କ ଏହି ନିଯୁକ୍ତି ପାଇଁ କଣ୍ଟାବାଞ୍ଜି ବିଜୁ ଜନତା ଦଳ କର୍ମୀ ଖୁସି ବ୍ୟକ୍ତ କରିଛନ୍ତି ଅନ୍ୟପକ୍ଷେ ଶ୍ରୀ ଖାଁ ତାଙ୍କ ଏହି ନିଯୁକ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Post a Comment