ନୂଆପଡ଼ା (ପରମେଶ୍ବର ମେହେର) ଆଙ୍କର-- ଆଜି ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଭଇଁସାଦାନି ୧୯ ବାଟାଲିୟନ ସିଆରପିଏଫ କ୍ୟାମ୍ପ ଠାରେ ସିଆରପିଏଫ ଯବାନଙ୍କ ସିବିକ୍ ଆକ୍ସନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ସିଭିକ ଆକ୍ସନ କାର୍ଯକ୍ରମ ରେ ସିଆରପିଏଫ ୧୯.ବାଟାଲିୟନ ର କମାଣ୍ଡଡେଣ୍ଟ ମନୋଜ କୁମାର ଙ୍କ ଅଧ୍ୟକ୍ଷତାରେ ମାଓ ଇଲାକା ରେ ସିଆରପିଏଫ ଯବାନ ଓ ଜନସାଧାରଣଙ୍କ ମଧ୍ୟରେ ସହଯୋଗ ଓ ସୁସମ୍ପର୍କ ସ୍ଥାପନ ଉଦ୍ଦେଶ୍ୟରେ ଏହି କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁନଃ ଦୃଢ ବିଶ୍ବାସ , ସଂପର୍କ ଓ ସହଯୋଗ ସ୍ଥାପନ ଲାଗି ସିଆରପିଏଫ ୧୯ ବାଟାଲିୟନ ପକ୍ଷରୁ ଉକ୍ତ କାର୍ଯକ୍ରମ ରେ ମାଓ ଇଲାକାର ଶହ ଶହ ଲୋକ ମାନଙ୍କୁ ଶୀତ ଦାଉରୁ ରକ୍ଷା ପାଇବା ପାଇଁ କମ୍ବଳ , କ୍ରୀଡା ପ୍ରେମୀ ଭାଇ ଭଉଣୀଙ୍କ ପାଇଁ ନେଟ ସହ ଫୁଟବଲ ଓ ଭଲିବଲ ବଣ୍ଟନ କରାଯାଇଥିଲା ।ଆୟୋଜିତ କାର୍ଯ୍ୟକ୍ରମରେ ସିଆରପିଏଫ ୧୯ ବାଟାଲିୟନର ଆସିଷ୍ଟାଣ୍ଟ କମାଣ୍ଡସେଣ୍ଟ ରାଜେଶ କୁମାର ଏବଂ ଡେପୁଟି କମାଣ୍ଡଡେଣ୍ଟ ଅମିତ୍ କୁମାର ବଣ୍ଟନ ଦାୟୀତ୍ୱରେ ଥିବାବେଳେ ଭଇଁସାଦାନି ସରପଞ୍ଚ ଗିରିଜା ମାଝୀ ସମେତ କ୍ୟାମ୍ପ ର ସମସ୍ତେ ସିଆରପିଏଫ ଯବାନ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରିଥିଲେ ।

Post a Comment