ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅଞ୍ଚଳ ରେ ପବିତ୍ର କୁମାର ପୁର୍ଣିମା ଅବସରରେ ବ୍ଲକ ର ହରଭଙ୍ଗା, ବାଲିସାହି, ଚାରିଛକ, କରଂଜକଟା, ଡିଆଁଘାଟ, ଆଡ଼େନିଗଡ଼, ତଳ ଗାଁ, ତିଲେଶ୍ୱର, ରାମଗଡ ପଂଚାୟତ ର ୮ଟି ସ୍ଥାନରେ,ସରସରା, ବିରାମ ଚନ୍ଦ୍ର ପୁର, ନୂଆପଡା,ଆଦି ବିଭିନ୍ନ ସ୍ଥାନରେ ମାଁ ଗଜଲକ୍ଷ୍ମୀ ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ପୂଜା ଅବସରରେ ରାମଗଡ କ୍ଷେତ୍ତି ସାହିରେ ରେ ତିଆରି ହୋଇଥିବା ମା ଗଜଲକ୍ଷ୍ମୀ ଙ୍କ ସହିତ ଶ୍ରୀ ନାରାୟଣ ଙ୍କ ଯୁଗଳ ମୂର୍ତ୍ତି ଖୁବ ମନଲୋଭା ହୋଇଛି!ବିଭିନ୍ନ ସ୍ଥାନରେ ଏହି ପୂଜା ଅବସରରେ ସନ୍ଧ୍ୟାରେ ନାମ, ଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ କେତେକ ମଣ୍ଡପ ନିକଟରେ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଗତ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ପୂଜା ଅନୁଷ୍ଠିତ ହୋଇପାରିନଥିଲା । ଚଳିତ ବର୍ଷ ଏହି ପୂଜା ଅନୁଷ୍ଠିତ ହୋଇଥିବାରୁ ଭକ୍ତ ଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ।

Post a Comment