କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) ତୁରେକେଲା ବ୍ଳକ ଅନ୍ତର୍ଗତ ମାନ୍ଦଲା କ୍ଳଷ୍ଟର ଅଧିନସ୍ଥ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀପାବଳି ଉତ୍ସବ ପାଳିତ ହୋଇଥିଲା।ପ୍ରଧାନ ଶିକ୍ଷକ ଶ୍ରୀ ବିରଂଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ କୈବଲ୍ୟ ମାଝୀଙ୍କ ସଭାପତିତ୍ୱରେ ଅତିଥି ଭାବରେ କମେଇମୁଣ୍ଡା ପଂଚାୟତର ନାଏବ ସରପଞ୍ଚ ସତ୍ୟ ନାରାୟଣ ମାଝୀ, ମାନ୍ଦଲା କ୍ଳଷ୍ଟରର ସଂଯୋଜକ ଶ୍ରୀ ଧନସିଂ ମାଝୀ, ପିତାମ୍ବର ସାହୁ, ଶିକ୍ଷକ ଅଲେଖ ବନଗୋଲା, ବିଶେଶ୍ୱର ମୁଦୁଲି ଯୋଗ ଦେଇଥିଲେ।ସର୍ବ ପ୍ରଥମେ ଶ୍ରୀ ଦାଶ ଦୀପାବଳି ପର୍ବର ମହତ୍ତ୍ଵ ଛାତ୍ରଛାତ୍ରୀ ମାନଙ୍କୁ ଜଣେଇଥିଲେ।ତାପରେ ଛାତ୍ରଛାତ୍ରୀ ମାନଙ୍କୁ ବେଲ୍ଟ ଓ ବେଚ ପ୍ରଦାନ କରାଯାଇଥିଲା।ଉପସ୍ଥିତ ସମସ୍ତଙ୍କୁ ମିଷ୍ଠାନ୍ନ ବଣ୍ଟନ କରିବା ପରେ ସମସ୍ତେ ମିଶି ଦୀପ ଓ ଝିରଝିରି ଜାଳିଥିଲେ।ଛାତ୍ରଛାତ୍ରୀ ମାନେ ଅତ୍ୟନ୍ତ ଖୁସି ଅନୁଭବ କରିଥିବାରୁ କମିଟିର ସଭ୍ୟ ସଭ୍ୟା ଶିକ୍ଷକ ମନଙ୍କୁ ପ୍ରଶଂସା କରିଥିଲେ।

Post a Comment