ରାସାୟନିକ ପଦ୍ଧତି ଆପଣେ ଇ ଏବେ ଲାଭ ବାନ ହେଉଛନ୍ ସଫଳ ଚାଷୀ


ପାଟଣାଗଡ,(ଅନ୍ତର୍ଯ୍ୟାମୀ ବରିହା) ପାଟଣାଗଡ ବ୍ଲକ ଅନ୍ତର୍ଗତ କେରବେଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଧଉରା ଦାଦ ର (ଝରଣୀ ପାଣି ) ଗ୍ରାମ ଠାରେ ଏକ ହେକ୍ଟର ଜମିରେ ଡିପ ବାଇଗଣ ଚାଷ କରି ଏବେ କଟକ ଭୁବନେଶ୍ୱର କୁ ତାଙ୍କର ଉର୍ଦପାଦାନ କରି ଯାନ୍ତ୍ରିକ ରାସାୟନିକ ପଦ୍ଧତି ଆପଣେ ଇ ଏବେ ଲାଭ ବାନ ହେଉଛନ୍ ସଫଳ ଚାଷୀ ଜୟ ରାମ ବରିହା ଅନ୍ତର୍ଯ୍ୟାମୀ ବରିହା । 
ସରକାର ଙ୍କ ଠାରୁ ଆଉ କିଛି ଲୋନ ଦେଲେ ଆହୁରି ଅଧିକ ଚାଷ କରିବି ବୋଲି ଶ୍ରୀ ବରିହା କହିଛନ୍ତି।

Post a Comment

Previous Post Next Post