ବୌଦ୍ଧ,(ସୁଶାନ୍ତ କୁମାର ବେହେରା) ଗତକାଲି ପ୍ଲାନ ଇଣ୍ଡିଆ ଏମରାଇଟ ପ୍ରୋଯେକ୍ଟ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତ ମିଳିତ ଉଦ୍ୟମରେ ଟାଟା ପାଞ୍ଵାର କର୍ମଚାରିଙ୍କୁ କୋଭିଡ ଟିକା ଦାନ କରାଯାଇଥିଲା। ଉକ୍ତ ଟିକା ଦାନ ଶିବିରରେ ଏଡିଏମ ବବିତା ଦଳବେହେରା ଓ ଡିପିଏମ୍ ରୁପକ କୁମାର ମହାପାତ୍ର ପ୍ରମୁଖ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଟାଟା ପୱ୍ୱାର ର ଏସିଡିଓ ନରେଶ ଚନ୍ଦ୍ର ଆଚାର୍ଯ୍ୟଏବଂ ପ୍ଲାନ ଇଣ୍ଡିଆ ର ଜିଲ୍ଲା ସଂଯୋଜକ ସଂଯିତ୍ ଫଟ୍ଟନାୟକ ମଧ୍ୟ ଯୋଗ ଦେଇଥିଲେ । ଟିକା ମିତ୍ର ଦିବ୍ୟ ରଂଜନ ,ସମିକ୍ଷା , ଲୋପାମୁଦ୍ର। ସହିତ ସ୍ଵସ୍ଥ୍ୟ କର୍ମଚାରି ମିତା ଏବଂ ସଲିମ ମଧ୍ୟ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୧୦ ଜଣ କର୍ମଚାରୀ ଟିକା ନେଇଥିଲେ । କାର୍ଯ୍ୟକ୍ରମରେ ଗ୍ରିନ ଗୋଲ ଏବଂ ରିସ୍ତା ତରଫରୁ ପାଣି, ସାନିଟାଇଜର , ମାସ୍କ ଏବଂ ବିସ୍କୁଟ ମଧ୍ୟ ବଣ୍ଟନ କରାଯାଇଥିଲା ।

Post a Comment