ସୁବର୍ଣ୍ଣପୁର(ଗଣପତିବାଘ)ସୁବର୍ଣ୍ଣପୁର ଜିଲ୍ଲା ରେ ମଧ୍ୟ ବାହୁଡ଼ିଲେ ପାତାଳୀ ଶ୍ରୀକ୍ଷେତ୍ର ର ମହାପ୍ରଭୁ ଜଗତର ନାଥ ଜଗନ୍ନାଥ। ନବଦିନାତ୍ମକ ଲୀଳାଖେଳା ସାରି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଜଗନ୍ନାଥ ମହାପ୍ରଭୁ । ଏଥିପାଇଁ ଲାଗିଥିଲା ଭକ୍ତ ଙ୍କ ଭିଡ଼ ସ୍ବତନ୍ତ୍ର ପୂଜା ଆରାଧନା ରୀତି ନୀତି ଅନୁଯାୟୀ । ଘଣ୍ବବାଦ୍ୟ, ହରିବୋଲ, ହୁଲହୁଲି ତାଳେ ତାଳେ ଦୁଳୁକି ଉଠିଥିଲା ମହାପ୍ରଭୁଙ୍କ ମାଉସୀ ମାଁଙ୍କ ମନ୍ଦିର ପୀଠ । ପାତାଳୀ କ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପଶ୍ଚିମଓଡ଼ିଶା ସମେତ ରାଜ୍ୟରୁ ହଜାର ହଜାର ଭକ୍ତଙ୍କ ହୋଇଥିଲା ସମାଗମ । ୨ ବର୍ଷ ପରେ ବାହୁଡ଼ା ରଥଯାତ୍ରାରେ ମହାପ୍ରଭୁଙ୍କ ଅପୂର୍ବ ରୂପକୁ ଦର୍ଶନ କରି ଭକ୍ତ ଓ ଶ୍ରଦ୍ଧାଳୁ ହୋଇଥିଲେ ଏକାକାର
ଶତାଧିକ ଭକ୍ତଙ୍କ ଗହଣରେ ବାହୁଡିଲେ ତିନି ଠାକୁର
ଆଜତକ ଓଡ଼ିଶା
0
Post a Comment