ଲୋକାପଡା ସେବା ସମବାୟ ସମିତି ସଭାପତି ହେଲେ ପିତାମ୍ବର


କଣ୍ଟାମାଳ, (ମନଧର କର୍ମୀ)କଣ୍ଟାମାଳ ବ୍ଲକ ଲୋକାପଡା ସେବା ସମବାୟ ସମିତି ସଭାପତି ଭାବରେ ପିତାମ୍ବର ସାହୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଉଛନ୍ତି । ସେ ଏକ ମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ନିର୍ବାଚନ ଅଧିକାରୀ ହୀରାମଣି ମେହେର ବିଜୟୀ ଘୋଷଣା କରିଛନ୍ତି । ସମର୍ଥକ ଭାବେ ସୁଶିଲ ସାହୁ ଓ ପ୍ରସ୍ଥବକ ଭାବେ ପରମେଶ୍ବର କହଁର ନିର୍ବାଚନରେ ସହଯୋଗ କରିଥିଲେ । ନିର୍ବାଚନ ପରିଚାଳନାରେ ସମିତି ସମ୍ପାଦକ ନିର୍ମଳ ବିଶ୍ଵାଳ ପରିଚାଳନା କରିଥିଲେ । ସୁଧୀର ବାରିକ,ଶୂରୁ ରଣା,ସୁଶିଲ ସାହୁ, ସୁମନ୍ତ କୁମ୍ଭାର,ବିଷ୍ଣୁ ସୁନା ଏବଂ ପରମେଶ୍ବର କହଁର ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment

Previous Post Next Post