ବଜ୍ରାଘାତରେ ଜଣେମୃତ ଜଣେ ଗରୁତର


ସୁବର୍ଣ୍ଣପୁର(ଗଣପତିବାଘ)ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ତମାମୁରା ଗାଁରେ ବଜ୍ରାଘାତ ରେ ଜଣେ ଯୁବକ ମୃତ ଓ ଜଣେ ଗୁରୁତର। ମୃତ ଯୁବକ ଜଣକ ହେଲେ ତମାମୁରା ଗାଁ ର ଇନ୍ଦ୍ରଜିତ ବରିହା ଓ ଗୁରୁତର ଜଣକ ହେଲେ ଚନ୍ଦ୍ର ସେଠ ବୋଲି ଜଣା ପଡିଛି। ଏମାନେ ଘର କାମ କରୁଥିବା ବେଳେ ବଜ୍ରପାତ ହୋଇଥିଲା । ଫଳରେ ଘଟଣାସ୍ଥଳ ରୁ ଦୁଇ ଜଣଙ୍କୁ ଡୁଙ୍ଗୁରିପାଲି ମେଡିକାଲ କୁ ଅଣାଯାଇଥିବା ବେଳେ ଡ଼ାକ୍ତର ଇନ୍ଦ୍ରଜିତ ଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଚନ୍ଦ୍ର ସେଠ ଙ୍କୁ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

Post a Comment

Previous Post Next Post