ବାଲେଶ୍ୱର, (ପ୍ରଭାକର ମଲ୍ଲିକ) ସମାଜସେବୀ ଓ ଚଳଚ୍ଚିତ୍ର ପ୍ରଯୋଜକ ସ୍ବର୍ଗତ ହରେକୃଷ୍ଣ ଗିରି ତାଙ୍କର ଅମର କୃତୀ ଓ କୀର୍ତ୍ତି ପାଇଁ ଜନ ମାନସରେ ସ୍ମୃତିରେ ସ୍ମୃତିରେ ସବୁ ଦିନ ପାଇଁ ବଞ୍ଚି ରହିବେ ବୋଲି ସ୍ମୃତି କମିଟି ପକ୍ଷରୁ ବାଲିଆପାଳ ବଜାର ପାରୁଳିଆ ଛକ ବିଶ୍ରାମ ଗାର ସମ୍ମୁଖରେ ଥିବା ପ୍ରତି ମୂର୍ତ୍ତିରେ ମାଲ୍ୟାର୍ପଣ ଓ ଅନୁଷ୍ଠିତ ସ୍ମୃତି ସଭାରେ ବିଶିଷ୍ଟ ବ୍ୟକ୍ତିମନେ ଯୋଗ ଦେଇ ଉପରୋକ୍ତ ମତବ୍ୟକ୍ତ କରିଛନ୍ତି।ସେ ବାଲିଆପାଳ ମାଟିର ଜଣେ ସୁଯୋଗ୍ୟ ସନ୍ତାନ ଥିଲେ।ମୁଖ୍ୟତଃ ବାଲିଆପାଳ ବାସଷ୍ଟାଣ୍ଡ ସ୍ଥିତ ଶ୍ରୀଦୁର୍ଗା କ୍ଲବ,ବାଲିଆପାଳ ଟ୍ରେନିଂ କଲେଜ ,ଶାରୀରିକ ଶିକ୍ଷା କଲେଜ,ଲଷ୍ମୀ ପ୍ରିୟା ମହିଳା କଲେଜ, ବୀରପାଲିଆ କୃଷ୍ଣ ଭାନୁ ଏ ମ ଇ ସ୍କୁଲ, ଜଠିଆ କୃଷ୍ଣଭାନୁ ହାଇ ସ୍କୁଲ, ପାରୁଳିଆ ଛକ ବଣିକ ସଂଘ,ଶ୍ରଦ୍ଧାପତି ଶ୍ରୀ ଜଗନ୍ନାଥ ମନ୍ଦିର, ବିନାୟକ ଚେରି ଟେବୁଲ ଟ୍ରଷ୍ଟ, ଆଦି ଅନୁଷ୍ଠିନ ର ସେ ଅନ୍ୟତମ ପ୍ରତିଷ୍ଠାତା ଥିଲେ।ଓଡ଼ିଆ ଚଳଚ୍ଚିତ୍ର ହିସାବ କରିବ କାଳିଆର ସେ ପ୍ରଯୋଜକ ଥିଲେ ବୋଲି ବକ୍ତାମାନେ ମଧ୍ୟ କହି ଥିଲେ।ପୂର୍ବତନ ବ୍ୟାଙ୍କ ମେନେଜର ନବୀନ କୁମାର ପାତ୍ର,ଭୁବନ ମୋହନ ପିଳା, ବରିଷ୍ଠ ସାମ୍ବାଦିକ ଅଜୟ କୁମାର ସାହୁ, ଯବନ କବି ସେକ ନିମାଜୀ ,ବିଜେଡି ବ୍ଲକ ସଭାପତି ଗୋବିନ୍ଦ ପ୍ରସାଦ ଦାସ, ସ୍ଥାନୀୟ ସରପଞ୍ଚ ପ୍ରତିନିଧି ହେମନ୍ତ କୁମାର ଦାସ, ପି ଏ ସ୍ୱ ମେମ୍ବର ପ୍ରତିନିଧି ରତିକାନ୍ତ ପାତ୍ର, ପ୍ରାକ୍ତନ ଅଧ୍ୟକ୍ଷ ହୃଦୟ ରଞ୍ଜନ ତ୍ରିପାଠୀ, ରାମକୃଷ୍ଣ ଦାସ ଅଧିକାରୀ, ବିଜୟ କୁମାର ପାତ୍ର,ବୀର ମାଧବ ଦାସ,ଆଇନ ଜୀବୀ ଅର୍ଦ୍ଧେନ୍ଦୁ ବାରିକ,କ୍ଷିତିଶ ଜେନା,ଗୋପାଳ ଚନ୍ଦ୍ର ଜେନା,ବି ଜେ ପି ନେତା ବଳରାମ ପରିଡା , ଅଦ୍ୱୈତ କୁମାର ବାଗ,ସାମ୍ବାଦିକ ହରେକୃଷ୍ଣ ଦାସ,ହରେକୃଷ୍ଣ ତ୍ରିପାଠୀ, ଦିଲ୍ଲିପ କୁମାର ଦାସ, ଗୋପାଳ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ସ୍ମୃତି ଚରଣ କରିଥିଲେ।ସ୍ବର୍ଗତ ଗିରିଙ୍କ କନିଷ୍ଠ ଭ୍ରାତା ଅଧ୍ୟାପକ ସୁକାନ୍ତ ଗିରି ଧନ୍ୟବାଦ ଅର୍ପଣ କରିଥିଲେ।ପ୍ରାରମ୍ଭରେ ନୀରବ ପ୍ରାର୍ଥନା କରାଯାଇ ଥିଲା।

Post a Comment