ବୌଦ୍ଧ,(ସୁଶାନ୍ତ କୁମାର ବେହେରା) ଆଜି ବୌଦ୍ଧ ଜିଲ୍ଲା ରେ ପ୍ରବାଦ ପୁରୁଷ ମହାନଜନ ନାୟକ ଓଡିଶା ର ବରପୁତ୍ର ଶ୍ରୀ ଯୁକ୍ତ ବିଜୁ ବାବୁ ଙ୍କର ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଛି!ଏହି ଅବସରରେ ମାନ୍ୟବର ବୌଦ୍ଧ ବିଧାୟକ ଶ୍ରୀ ଯୁକ୍ତ ପ୍ରଦୀପ କୁମାର ଅମାତ,ମାନ୍ୟବର କଣ୍ଟାମାଲ ବିଧାୟକ ମହୀଧର ରଣା, ଜିଲ୍ଲା ପରିଷଦ ଅଧକ୍ଷା ଶ୍ରୀମତୀ ପ୍ରଭାସିନୀ ଦାସ,ବୌଦ୍ଧ ପୌରାଞ୍ଚଳ ଅଧକ୍ଷ ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ମିଶ୍ର, ଏବଂ ବୌଦ୍ଧ ଜିଲ୍ଲାର ସମସ୍ତ ବିଜେଡି କର୍ମୀ ଓ ନେତା ଯୋଗ ଦେଇ ବିଜୁ ବାବୁଙ୍କର ପ୍ରତିମୂର୍ତ୍ତି ରେ ପୁଷ୍ପ ମାଳ ଅର୍ପଣ କରିଥିଲେ।

Post a Comment