ବଙ୍ଗୋମୁଣ୍ଡା,(ଆଜତକ୍ ଓଡ଼ିଶା) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଜୁରାବନ୍ଦ ଗ୍ରାମଠାରେ ବ୍ଲକ ସ୍ତରୀୟ ମେଗାସ୍ୱାସ୍ଥ୍ୟମେଳା ଅନୁଷ୍ଠିତ ହୋଇଯାଇଛି । ବଙ୍ଗୋମୁଣ୍ଡା ବ୍ଲକ ଉପାଧ୍ୟକ୍ଷକେଶବ ନାରାୟଣ ଜୈନ, ବିଡ଼ିଓ ରିପୁନାଥ ସୁନା, ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ଃ ବିଶ୍ୱରଞ୍ଜନ ଖୁଣ୍ଟିଆ, ପିଏଚଓ ଆନନ୍ଦ ମିଶ୍ର, ବିପିଏମ ଭୋଇ ପ୍ରମୁଖ ଯୋଗଦେଇ ଉଦଘାଟନ କରିଥିବା ବେଳେ ସ୍ୱାସ୍ଥ୍ୟସେବାର ଲାଭ ଉଠାଇବାକୁ ଆହ୍ୱାନ କରିଥିଲେ । ଏହି ସ୍ୱାସ୍ଥ୍ୟମେଳାରେ ୨୩ଗୋଟି ସ୍ୱାସ୍ଥ୍ୟଷ୍ଟଳ ଖୋଲିଥିବା ବେଳେ କୋଭିଡଭେକସିନ ଉପରେ ସଚେତନତା କରୁଥିବା ସଂସ୍ଥା ଏମରାଇଟ ର ବ୍ଲକ ଅଫିସର ଅମରେନ୍ଦ୍ର ନନ୍ଦ କୋଭିଡ ଟୀକା ନେବାକୁ ଲୋକଙ୍କୁ ବୁଝାଇ ଟୀକା ନେବାକୁ ସଚେତନ କରୁଥିଲେ । ଏହି ସ୍ୱାସ୍ଥ୍ୟମେଳାରେ ଅଞ୍ଚଳର ବହୁରୋଗୀ ଉପସ୍ଥିତ ରହି ସେବା ପାଇଥିଲେ ।

Post a Comment