କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) ସହରର ଅଗ୍ରଣୀ ଜନସେବୀସଂଗଠନ ମାରୱାଡ଼ି ଯୁବା ମଞ୍ଚ ବିକାଶ ଶାଖା କଣ୍ଟାବାଞ୍ଜି ଏବଂ ଅଲ ଓଡିଶା ଚେସ ଆସୋସିଏସନ ଏବଂ ବଲାଙ୍ଗୀର ଜିଲ୍ଲା ଚେସ ଆସୋସିଏସନ ସହଯୋଗରେ ମାର୍ଚ୍ଚ ୨୫, ୨୬, ୨୭ ରେ ପ୍ରଥମ ଥର ପାଇଁ କଣ୍ଟାବାଞ୍ଜିରେ ଅଲ ଓଡ଼ିଶା ଚେସ ଟୁର୍ନାମେଣ୍ଟ ଆୟୋଜନ କରାଯାଉଛି । ସ୍ଥାନୀୟ ମାନସ ଭବନ ଠାରେ ଆଜି ଉଦଘାଟିତ ହୋଇ ଯାଇଛି ଏଥିରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ପୁର୍ବତନ ବିଧାୟକ ଜନାଵ ହାଜି ମହମ୍ମଦ ଆୟୁବ ଖାଁ, ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ଘଡେଇ, ମାରବାଡ଼ି ଯୁବା ମଞ୍ଚ ର ରାଷ୍ଟ୍ରୀୟ ଯୁଗ୍ମ ସମ୍ପାଦକ ବଜରଙ୍ଗ ଜିନ୍ଦଲ, ବଲାଙ୍ଗୀର ଜିଲ୍ଲା ଚେସ ସଂଘ ର ସମ୍ପାଦକ ପ୍ରିୟଦତ୍ତ ପଣ୍ଡା, ଅଗ୍ରୱାଲ ସଭା ଅଧ୍ୟକ୍ଷ ସୁରେଶ ଆର୍ଯ୍ୟ, ରାମ ମନ୍ଦିର ସମିତି ସଭାପତି ବିଜୟ ବଂସଲ, ବିକାଶ ଶାଖା ସଭାପତି ଅର୍ପଣ ଜୈନ, ଚିଫ ଆର୍ବିଟର ବିଦୁଭୁଷନ ମିଶ୍ର, ବିକାଶ ଶାଖା ନବ ନିର୍ବାଚିତ ସଭାପତି ଅନୁପ ଜୈନ ମଂଚ ରେ ଉପସ୍ଥିତ ଥିଲେ , ସଭା ପରିଚାଳନା ରାଜେଶ ଅଗ୍ରୱାଲ କରିଥିଲେ, ଧନ୍ୟବାଦ ଜ୍ଞାପନ ଯୁବା ମଂଚ ର ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଆଶିଷ ଖେତାନ ଦେଇଥିଲେ, ସମ୍ମିଳନୀ ୩୦ ଟି ଜିଲ୍ଲାରୁ ୧୨୬ ରୁ ଅଧିକ ଖେଳାଳି ଅଂଶ ଗ୍ରହଣ କରିବେ ଏବଂ କଣ୍ଟାବାଞ୍ଜିର ୩୦ ରୁ ଅଧିକ ପ୍ରତିଯୋଗୀଙ୍କ ଅଂଶଗ୍ରହଣ କରିଥିଲେ ମାରୱାଡ଼ି ୟୁବା ମଞ୍ଚ ବିକାଶ ଶାଖା ର ମୟଙ୍କ ଜୈନ, ସଂଯୋଜକ ମନୀଷ ଜୈନ, ଅରିହନ୍ତ ଜୈନ, ଅମନ ଅଗ୍ରୱାଲ, କମଳ ଅଗ୍ରୱାଲ, କେଶବ ଅଗ୍ରୱାଲ, ସହ ଦୀପକ ଜୈନ, ଅଜୟ ଅଗ୍ରୱାଲ, ହେମନ୍ତ ଅଗ୍ରୱାଲ, ପୀୟୂଷ ଜିନ୍ଦଲ, ପ୍ରମୁଖ ଉପସ୍ଥିତ ଥିଲେ । ହରିଭବନ ଏବଂ ଅଗ୍ରସେନ ଭବନ ରେ ପ୍ରତିଯୋଗୀମାନଙ୍କ ଖାଇବା ଏବଂ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହି ପ୍ରତିଯୋଗିତାରେ ମୋଟ ୧ ଲକ୍ଷ ଟଙ୍କା ପୁରସ୍କାର ସମସ୍ତ ବର୍ଗରେ ରଖାଯାଇଛି । ଏହି ପ୍ରତିଯୋଗିତା ଵଲାଙ୍ଗୀର ଜିଲ୍ଲା ଚେସ ଆସୋସିଏସନ ଦ୍ୱାରା ସ୍ୱୀକୃତିପ୍ରାପ୍ତ ରହିଛି, ଅତିଥି ମାନେ କଣ୍ଟାବାଞ୍ଜି ରେ ପ୍ରଥମ ଥର ପାଇଁ ହୋଇଥିବା ରାଜ୍ୟ ସ୍ତରୀୟ ଚେସ ଆୟୋଜନ ପାଇଁ ବିକାଶ ଶାଖା ଙ୍କୁ ଅଲ ଓଡ଼ିଶା ଚେସ ସଂଘ ଏବଂ ଜିଲ୍ଲା ଚେସ ସଂଘ ଅଭିନନ୍ଦନ ଜଣାଇଛନ୍ତି, ଡେପୁଟି ଚିଫ ଆର୍ବିଟର ଭାବେ ସନ୍ତୋଷ କୁମାର ମହାପାତ୍ର ଏବଂ ସରୋଜକାନ୍ତ ବେହେରା ଯୋଗ ଦେଇଥିଲେ

Post a Comment