ଅଦିନିଆ ଝଡ଼ରେ କାନ୍ଥ ପଡ଼ି ମୋଟର ସାଇକେଲ ଚୁରମାର


କଣ୍ଟାବାଞ୍ଜି (ଆଜତକ୍ ଓଡ଼ିଶା)  ଏକ ଅଦିନିଆ ଝଡ଼ ଆସି ଭାଙ୍ଗିଦେଲା କାନ୍ଥ । ଏହି ଘଟଣା ଟି ହେଉଛି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳର ଶ୍ୟାମଜି ରାଇସ ମିଲ୍ଲ ର । ଆଜି ଅପରାହ୍ନ ୩ଟା ସମୟରେ ବହୁତ୍ ଜୋର ରେ ଝଡ଼ ବର୍ଷା ଆସି ଶ୍ୟାମଜି ରାଇସ ମିଲ ର ଟିନ ସେଡ ଉଡ଼ି ଯାଇ କାନ୍ଥ ପଡ଼ି ଏକ ବାଇକ୍ ଓଡି ୦୩ ବି ୧୩୬୭ କାନ୍ତ ତଳେ ଚାପି ହୋଇ ଚୁରମାର ହୋଇଯାଇଛି । ଏଥି ରେ କିଏ କିଛି ହୋଇ ନଥିବା ଖବର ମିଳିଛି ।



Post a Comment

Previous Post Next Post