ବିରଳ ବଜ୍ରକାପ୍ତା ଉଦ୍ଧାର


ସୁବର୍ଣ୍ଣପୁର(ଗଣପତି ବାଘ) ସୁବର୍ଣ୍ଣପୁର ଜିଲ୍ଲା ବିନିକା ବନ ବିଭାଗ ଅଧୀନରେ ଥିବା ଡୁଙ୍ଗୁରିପାଲି ବ୍ଲକ ଚନ୍ଦଲି ଗାଁର ଯୋଗୀନ୍ଦ୍ର ଭୋଇଙ୍କ ଘରୁ ଏକ ବିରଳ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ଏଇ ବଜ୍ରକାପ୍ତାଟି ଚନ୍ଦଲି ଗାଁର ଯୋଗୀନ୍ଦ୍ରଙ୍କ ଘର ପାଖ ନିକଟରେ ବୁଲୁଥିବା ଦେଖି ସେ ବଜ୍ରକାପ୍ତାକୁ ନିଜ ଘରକୁ ନେଇ ରଖି ଥିଲେ । ପରେ ଯୋଗୀନ୍ଦ୍ର ବିନିକା ବନ ବିଭାଗକୁ ଖବର ଦେଇଥିଲେ ।ଖବର ପାଇଁ ଘଟଣା ସ୍ଥଳକୁ ବିନିକା ଓ ରାମପୁର ଫରେଷ୍ଟର ପହଂଚି ବଜ୍ରକାପ୍ତାକୁ ଉଦ୍ଧାର କରିଥିବା ବେଳେ ଏହି ବିରଳ ବଜ୍ରକାପ୍ତାକୁ ନିକଟ କୌଣସି ଏକ ଜଙ୍ଗଲ କିମ୍ବା ଅଭୟାରଣ୍ଯରେ ଛାଡିଦେବା ସୁଚନା ଦେଇଛନ୍ତି ବନବିଭାଗ ।

1 Comments

  1. Ironstone Salsa - Titanium Art, Cute & Styling
    Ironstone Salsa babylisspro nano titanium hair dryer - Titanium Art, titanium nitride coating service near me Cute & Styling | Titanium Art, Cute & Styling babyliss pro nano titanium flat iron | Titanium titanium chainmail Art, Titanium titanium wheels Art, Titanium Art, Titanium Art, Titanium Art, Titanium Art, Titanium Art

    ReplyDelete

Post a Comment

Previous Post Next Post