ସୁବର୍ଣ୍ଣପୁର(ଗଣପତିବାଘ) ସୁବର୍ଣ୍ଣପୁର ଜିଲ୍ଲାରେ ନୂତନ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭାବେ ଦାୟୀତ୍ବ ଗ୍ରହଣ କରିଛନ୍ତି ଅମରୀଶ ପଣ୍ଡା । ଗତ ଫେବୃୟାରୀ ୨୮ତାରିଖରେ ଏଠାରେ କାର୍ଯ୍ୟ କରୁଥିବା ସିତାରାମ ଶତପଥି ଅବସର ନେବା ପରେ ସମ୍ବଲପୁରରେ ଡିଏସପି ଭାବେ କାର୍ଯ୍ୟ କରୁଥିବା ଅମରିଶ ପଣ୍ଡା ସୁବର୍ଣ୍ଣପୁର ଜିଲ୍ଲାର ନୂତନ ଏସପି ଭାବେ ଦାୟୀତ୍ବ ନେଇଛନ୍ତି । ତେବେ ଦାୟୀତ୍ବ ନେବା ପରେ ପ୍ରଥମେ ଅପରାଧ ନିୟନ୍ତ୍ରଣ କରିବା ସହିତ ସରକାରଙ୍କ ୫ଟି ଯୋଜନାକୁ ଠିକ୍ ଭାବେ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ।
ଅମରିଶ ପଣ୍ଡା ହେଲେ ସୁବର୍ଣ୍ଣପୁର ର ନୂତନ ଆରକ୍ଷୀ ଅଧିକ୍ଷକ
ଆଜତକ ଓଡ଼ିଶା
0
Post a Comment