ବୌଦ୍ଧ,(ସୁଶାନ୍ତ କୁମାର ବେହେରା) ବୋୖଦ୍ଧଜିଲ୍ଲା ମୁଣ୍ଡିପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ମୁଣ୍ଡିପଦର ମହାଲିଙ୍ଗ ପଡ଼ିଆରେ ଶୁଭମ ସ୍ମାରକୀ କ୍ରିକେଟ ଟୁଣ୍ଣାମେଟ ର ତୃତୀୟ ଦିବସ ଖେଳ ଆଜି ହୋଇଯାଇଛି। ଏହି ଖେଳର ପ୍ରଥମ ମ୍ୟାଚରେ ଯାଲଇ ବାଦୀକଟା କୁ ହରାଇ ବିଜୟୀ ଲାଭ କରିଥିଲା । ଦ୍ୱିତୀୟ ମ୍ୟାଚ ରେ ମୁଣ୍ଡିପଦର B ଓ ମକନ୍ଦପୁର ମଧ୍ୟରେ ଖେଳ ହୋଇଥିଲା । ଏହି ଖେଳରେ ମଂକନ୍ଦ ପୁର ବିଜୟ ଲାଭ କରିଥିଲା। ତୃତୀୟ ମ୍ୟାଚ ମକନ୍ଦପୁର ପୁର ହରାଇ ଯାଲଇ ବିଜୟ ଲାଭ କରିଥିଲା। ମୁଖ୍ୟ ଅତିଥି ଭାବେ କଷ୍ଟେଶ୍ୱର ଦ୍ୱୀପ ,ସମ୍ମାନିତ ଅତିଥି ଦୁର୍ଯ୍ୟଧନ ଘଡେଇ ଓ ପ୍ରକାଶ ପାଣ୍ଡେ ଉପସ୍ଥିତ ଥିବାବେଳେ । ପଦ୍ମନାଭ ଝାଙ୍କର ଓ ସୁଧୀର ପଣ୍ଡା,ଖେଳ ପରିଚାଳନା କରିଥିଲେ କ୍ରିକେଟ ଟୁଣ୍ଣାମେଟ ର ସମସ୍ତ ସଦସ୍ୟ ଓ ସୁଶାନ୍ତ ଘଡେଇ , ସଞ୍ଜୟ ମେଣ୍ଡିଲି,ସୁନୀଲ ମହାରଣା, ଆଦିତ୍ୟ ପଢ଼, ଖେଳରେ ସହଯୋଗ କରିଥିଲେ ଓ଼ ସତ୍ୟବ୍ରତ ବେହେରା ଧାରବିବାରଣୀ ପ୍ରଦାନ କରିଥିଲେ।
ଶୁଭମ ସ୍ମାରକୀ କ୍ରିକେଟ ଟୁଣ୍ଣାମେଟ ତୃତୀୟ ଦିବସ ରେ ଯାଲlଇ ବିଜୟ
ଆଜତକ ଓଡ଼ିଶା
0
Post a Comment