ବାଇକ ଦୁର୍ଘଟଣା ଜଣେ ଗୁରୁତର


ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ଖୋର୍ଦ୍ଧା -ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ବୌଦ୍ଧ ଜିଲା ପୁରୁଣା କଟକ ଥାନା ଲଇଗାଁ ଛକ ନିକଟରେ  ଶୁକ୍ରବାର ଅପରାହ୍ନ ରେ ଜଣେ ବାଇକ ଆରୋହି ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିବା ଜଣାପଡିଛି । ସୂଚନମତେ ବୌଦ୍ଧ ପଟରୁ ଛାରିଚକ ଅଭିମୁଖେ ଯାଉଥିବା ଏକ ବାଇକ ଆରୋହୀ ନିଜର ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡିଥିଲେ । ପରେ ସ୍ଥlନିୟ ଲୋକଙ୍କ ସହାୟତା ରେ ଆମ୍ବୁଲାନ୍ସ ଯୋଗେ ପୁରୁଣା କଟକ ମେଡ଼ିକାଲ ଅଣାଯାଇଥିଲା । ଉକ୍ତ ଯୁବକ ଜଣକ  ନୟାଗଡ଼ଜିଲ୍ଲା ଅଞ୍ଚଳ ର ତ୍ରିଲୋଚନ ପରିଡା ବୋଲି ଜଣାପଡିଛି ।

1 Comments

  1. Sands Casino & Hotel - Las Vegas NV | SG Casinos
    The 메리트 카지노 조작 Sands Casino & Hotel is one 메리트 카지노 주소 of the 샌즈 카지노 3 만 largest gaming and entertainment resorts in the 메이저 토토 사이트 world. The hotel is located on the corner หารายได้เสริม of the Las Vegas

    ReplyDelete

Post a Comment

Previous Post Next Post