ଧଳପୁର,(ସୁଶାନ୍ତ କୁମାର ବେହେରା). ସ୍କୁଲ ଖୋଲିବା ଆରମ୍ଭ ରୁ ଛାତ୍ର ଛାତ୍ରୀ ଙ୍କୁ କୋଭିଡ କେସିନ ଟୀକା ଆଜି ଦିଆଯାଇଥିବାର ସୂଚନା ମିଳିଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ଓ଼ ହରେକୃଷ୍ଣ ପୁର ହାଇସ୍କୁଲ ର ଛାତ୍ର ଓ଼ ଛାତ୍ରୀ ମାନଙ୍କୁ ଆଜି ସରକାରଙ୍କ ନିୟମ ଅନୁଯାଇ କୋଭିଡ ଭେକସିନ ଟୀକା ଦିଆଯାଇଛି।
Post a Comment