ବୌଦ୍ଧ,(ହୃଦାନନ୍ଦ ମେହେର) ବୌଦ୍ଧ ଜିଲ୍ଲା ମାରୁତି ସେନା ର ସକ୍ରିୟ ସଦସ୍ୟ ଲାଲଚୀ କୁମ୍ଭାର ଙ୍କ ଝିଅ ସାଗରିକା କୁମ୍ଭାର ର ୧୯ ତମ ଜନ୍ମ ବାର୍ଷିକ ଜନ୍ମ ଦିନ ଉପଲକ୍ଷେ ଝିଅର ମଙ୍ଗଳ କାମନା କରି ୫୦ ଜଣ ଅସହାୟ ପାଇଁ ରନ୍ଧା ଖାଦ୍ୟ ପ୍ରଦାନ କରିଛନ୍ତି । ଭାଇ ଙ୍କୁ ସଂଗଠନ ତରଫ ରୁ ଅଶେଷ ଅଶେଷ ଧନ୍ୟ ବାଦ ପ୍ରଦାନ କରାଯାଇଛି ।ସୋନପୁର ବସ୍ ଷ୍ଟାଣ୍ଡ ରେ ବୁଲୁଥିବା ଅସହାୟ,ସୋନପୁର କୁଷ୍ଠାସ୍ରମର ଅନ୍ତେବାସୀ ଓ ମନମୁଣ୍ଡା ହସ୍ପିଟାଲ ର ରୋଗୀ ମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ସଂଗଠନ ର ସଭାପତି ମହାଦେବ କଲତା ,ଦୀପକ ମେହେର, ଉତ୍ତମ ମେହେର, ଶଶୀ ମହାକୁଡ଼ ,ମହେନ୍ଦ୍ର ଲୁହା ଓ ମନୋଜ ପଣ୍ଡା ଉପସ୍ଥିତ ଥିଲେ ।
ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ଆଜତକ ଓଡିଶା
Post a Comment