ନିଆରା ଭାବେ ବିବାହ ବାର୍ଷିକ ପାଲନ କଲେ ନୂଆ ଦମ୍ପତି


କଣ୍ଟାବାଞ୍ଜି;(ଆଜତକ୍ ଓଡ଼ିଶା) ଲୋକ ବିବାହ ବାର୍ଷିକ ରେ କିଏ ହୋଟେଲ ରେ ପାଟି କରେ ତୋ କିଏ ନିଜ ସମ୍ପର୍କୀୟଙ୍କ ସହ ମୋଜ ମସ୍ତି କରନ୍ତି । ହେଲେ ଏହି ଦମ୍ପତ୍ତି ନିଆରା ଢଙ୍ଗରେ ନିଜର ବିବାହ ବାର୍ଷିକ ପାଲନ କରିଛନ୍ତି। ସେହି ଦମ୍ପତ୍ତି ହେଲେ ବେହେରେନସିଲେଟ ଗାଁର  ଭିଷ୍ମ ଜାଲ୍ ଓ ଭବାନୀ ଜାଲ, ନିଜ ପ୍ରଥମ ବିବାହ ବାର୍ଷିକ ରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଭିନ୍ନ ଭିନ୍ନ ପ୍ରକାର

ବୃକ୍ଷ ରୋପଣ କରି ବିବାହ ବାର୍ଷିକ ପାଳନ କରିଛନ୍ତି। ସେମାନେ  କହିଛନ୍ତି ଧିରେ ଧିରେ ପ୍ରକୃତି ନଷ୍ଟ ହେଉଛି  ଜଙ୍ଗଲ ମଧ୍ଯ ଧୋନସ ହେବାରେ ଲାଗିଛି।  ପ୍ରକୃତିକୁ ବଞ୍ଚାଇ ରଖିବା ପାଇଁ ସବୁଜ ଜଙ୍ଗଲ ନିହାତି ଜରୁରୀ ବୋଲି ସେହି ଦମ୍ପତ୍ତି କହିଛନ୍ତି।

Post a Comment

Previous Post Next Post