ଅଖିଳ ଭାରତୀୟ ଗୋଁଡ଼ୱାନା ଗୋଁଡ଼ ମହାସଭା, ବଲାଙ୍ଗିର ଓ ତୁରେକେଲା ବ୍ଲକ ମିଳିତ ଉଦ୍ୟମରେ ବ୍ଲକ ସ୍ତରୀୟ ଗୋଁଡ଼ ସାଂସ୍କୃତିକ ସମାଜ ର ପୁର୍ନଗଠନ ଓ ଗୋଁଡ଼ ଛାତ୍ର ସଂଗଠନ (GSU) ର ଗଠନ

  


କଣ୍ଟାବାଞ୍ଜି,(ଆଜତକ ଓଡ଼ିଶା) ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ  କୁଇବାହାଲ ଗ୍ରାମପଞ୍ଚାୟତ ଅଧିନସ୍ତ ସେମଲା ଗାଁ ନିକଟରେ ସୋମବାର ଅଖିଳ ଭାରତୀୟ ଗୋଁଡ଼ୱାନା ଗୋଁଡ଼ ମହାସଭା, ବଲାଙ୍ଗିର ଓ ତୁରେକେଲା ବ୍ଲକ ଗୋଁଡ଼ ସାଂସ୍କୃତିକ ସମାଜ ମିଳିତ ଉଦ୍ୟମରେ ବ୍ଲକ ସ୍ତରୀୟ ଗୋଁଡ଼ ସାଂସ୍କୃତିକ ସମାଜ ର ପୁର୍ନଗଠନ ସହିତ ଗୋଁଡ଼ ଛାତ୍ର ସଂଗଠନ (GSU) ଗଠନ ହୋଇସାରିଛି । ପ୍ରଥମ ଅଧିବେଶନରେ ଅତିଥି ମାନଙ୍କୁ ସ୍ୱାଗତ ଓ ମାଲ୍ୟଅର୍ପଣ କରିବା ସହ ଅତିଥି ଙ୍କ ଦ୍ଵାରା ବୁଢାଦେଓ ଙ୍କୁ ସାମାଜିକ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଥିଲା । ତାପରେ କୁଇବାହାଲ-କମେଇ ମୁଣ୍ଡା ସର୍କଲ ର ସଭାପତି ଶ୍ରୀଯୁକ୍ତ କୁମର ମାଝୀ ସଭାପତିତ୍ୱ କରିଥଲେ ।ମୁଖ୍ଯ ଅତିଥି ଭାବେ ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଡ଼ ମହାସଭା,ବଲାଙ୍ଗିର ଜିଲ୍ଲାର ମହାସଚିବ ଶ୍ରୀଯୁକ୍ତ ରାମଚନ୍ଦ୍ର ଧରୁଆ ଯୋଗ ଦେଇଥିଲେ  ।  ମୁଖ୍ଯ ବକ୍ତା ଶ୍ରୀ ମକୁନ୍ଦ ଧରୁଆ, ବଲାଙ୍ଗିର ଜିଲ୍ଲା G. S. U.  ପ୍ରଚାର ସଚିବ ,ସମ୍ମାନିତ ଅତିଥି ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ଭୋଇ, ପାଟଣାଗଡ଼ ବ୍ଲକ ଆୟୋଜନ ସମିତି ମହାସଚିବ,ଶ୍ରୀଯୁକ୍ତ ଲେକ୍ରୁ ଧରୁଆ, ପାଟଣାଗଡ଼ ବ୍ଲକ ଆୟୋଜନ ସମିତି କୋଷାଧ୍ୟକ୍ଷ, ଶ୍ରୀଯୁକ୍ତ ଟିକେଶ୍ୱର ଧରୁଆ , ଖପ୍ରାଖୋଲ ବ୍ଲକ ଆୟୋଜନ ସମିତି ସଂପାଦକ ,ଶ୍ରୀଯୁକ୍ତ ଚୌବନ ମାଝୀ ,ଲାଲଝରା ସର୍କଲ ସଭାପତି, ଶ୍ରୀଯୁକ୍ତ ଦଶମୁ ମାଝୀ ବରିଆଲି ସର୍କଲ ସଭାପତି, ଶ୍ରୀଯୁକ୍ତ କାଞ୍ଜିତ ମାଝୀ ହଲନ ଭଟା ସର୍କଲ ସଭାପତି, ଶ୍ରୀଯୁକ୍ତ କମଲ ମାଝୀ ,ଢୋଲମାନ୍ଦଲ ସର୍କଲ ସଭାପତି, ଶ୍ରୀଯୁକ୍ତ ଉଦ୍ଧବ ମାଝୀ ,ନାଗଫେନା ସର୍କଲ ସଭାପତି, ଶ୍ରୀଯୁକ୍ତ ଗଙ୍ଗାଧର ମାଝୀ   ମହୁଲବାହାଲି  ସର୍କଲ ସଭାପତି,ଶ୍ରୀଯୁକ୍ତ ଗଣ୍ଡା ରାମ ମାଝୀ ,ବଡ ବାଙ୍କି ସର୍କଲ ସଭାପତି, ଶ୍ରୀଯୁକ୍ତ ଧନ ସିଂ ମାଝୀ ,ବଡ଼ଡ଼ କଲା ସର୍କଲ ସଂପାଦକ,ଶ୍ରୀଯୁକ୍ତ ଜଗବନ୍ଧୁ ମାଝୀ  ABEO,ବେଲପଡ଼ା, ଶ୍ରୀଯୁକ୍ତ କ୍ଷିରଧର ମାଝୀ ,ଜିଲ୍ଲା ସଦସ୍ୟ, GSU, ଶ୍ରୀଯୁକ୍ତ ନରୋତ୍ତମ ମାଝୀ କୁଇବାହାଲ-କମେଇମୁଣ୍ଡା ସର୍କଲ ସଂପାଦକ, ଶ୍ରୀଯୁକ୍ତ ଭାଗିରଥି ପୁଟା ହିଆଁଲ ସର୍କଲ ସଭାପତି ପ୍ରମୁଖ ମଞ୍ଚାସୀନ ଅତିଥି ଥିଲେ। 


ପ୍ରଥମ ଅଧିବେଶନ ରେ ଗୋଁଣ୍ଡୱାନା ଛାତ୍ର ସଂଗଠନ ( GSU ) ଗଠନ ଓ ତା'ର ଲକ୍ଷ୍ଯ, ଉଦ୍ଦେଶ୍ଯ ସଂମ୍ପର୍କ ରେ ଆଲୋଚନା ଓ ପର୍ଯାଲୋଚନା କରା ଯାଇଥିଲା। ସମ୍ମାନିତ ଅତିଥିଙ୍କ ଅଭିଭାଷଣ ପରେ GSU ଗଠନ ହୋଇଥିବା ଯଯୁବ। ଯୁବତୀ ମାନଙ୍କୁ ସ୍ୱାଗତ ଓ ବୁଢାଦେଓଙ୍କ ସମ୍ମୁଖରେ ଶପଥ ପାଠ କରାଯାଇଥିଲା  ।ଅଖିଳ ଭାରତୀୟ ଗୋଣ୍ଡଁୱାନା ଗୋଁଡ଼ ମହାସଭାର ନିୟମ ଅନୁସାରେ ତୁରେକେଲା ବ୍ଲକ ଗୋଣ୍ଡ ଛାତ୍ର ସଂଗଠନ (GSU) ଗଠନ କରାଗଲା । ଏଥିରେ ଅଧ୍ୟକ୍ଷ ଭାବେ ଶ୍ରୀଯୁକ୍ତ ସୁବାଷ ଧରୁଆ, ଉପାଧକ୍ଷ : ଶ୍ରୀ ବିନୋଦ ମାଝି , ଶ୍ରୀ ପ୍ରେମାନନ୍ଦ ନାଏକ, ମହାସଚିବ : ଶ୍ରୀଯୁକ୍ତ ଟିକଚନ ଧରୁଆ ,ସଚିବ:ଶ୍ରୀଯୁକ୍ତ ଲୋକନାଥ ମାଝି, ଶ୍ରୀ ଅମର ମାଝି,ପ୍ରଚାରସଚିବ : ଖେତି ଗଏଁତା,କୋଷାଧକ୍ଷ :ଶ୍ରୀ ଫାଲ୍ଗୁନୀ ମାଝୀ,ସଦସ୍ୟ,ସଦସ୍ୟା ,ସୁଭଦ୍ରା ମାଝୀ, ଶୁଶିଲା ଧରୁଆ, ନୀରବତି ମାଝୀ, କୂଲମତି ହୁଏ, ଅଶ୍ମୀତା ମାଝୀ, ପ୍ରଶାନ୍ତ ଭୁଏ,ଚରଣ ନାଏକ, କ୍ଷିରୋଦ ମାଝୀ, ତୁଷାର ଧରୁଆ, ହରିଶ ଚନ୍ଦ୍ର ଧରୁଆ, କମଲା କାନ୍ତ ମାଝୀ,କ୍ଷେତ୍ର ମୋହନ ପୁଝାରୀ, ଦେବ ସିଂ ମାଝୀ,ଉପଦେଷ୍ଟା ଭାବେ ଶ୍ରୀଯୁକ୍ତ ବସନ୍ତ ପୁଝାରୀ,ଶ୍ରୀ ଅର୍ଜୁନ ମାଝୀ,ଶ୍ରୀମତି ନିରୁପମା ଧରୁଆ,ଶ୍ରୀଯୁକ୍ତ ସୁଶାନ୍ତ ମାଝୀ, ଶ୍ରୀଯୁକ୍ତ ମଣୀ ମାଝୀ,ଶ୍ରୀଯୁକ୍ତ ପ୍ରମୋଦ ମାଝୀ  ପ୍ରମୁଖ GSU ଛାତ୍ର ସଂଗଠନ ତୁରେକେଲା ବ୍ଲକ ପାଇଁ ନିର୍ବାଚିତ ହୋଇଥିଲେ। ପ୍ରଥମ ଅଧିବେଶନ କୁ ଶ୍ରୀଯୁକ୍ତ ଟିକଚନ ଧରୁଆ ନାନ୍ଦୋଲ ସର୍କଲ ସଂପାଦକ ସଭା ପରିଚାଳନା କରିଥିବା ବେଳେ ଶ୍ରୀ ଅର୍ଜୁନ ମାଝୀ ଧନ୍ଯବାଦ ଅର୍ପଣ କରିଥିଲେ  । ତା'ପରେ ଶ୍ରୀଯୁକ୍ତ କୁମର ମାଝୀ ଙ୍କ ସଭାପତିତ୍ୱ ରେ ଦ୍ୱିତୀୟ ଅଧିବେଶନ ଆରମ୍ଭ ହୋଇଥିଲା। ତୁରେକେଲା ବ୍ଲକ ଗୋଁଡ଼ ସାଂସ୍କୃତିକ ସମାଜ ର ସଭାପତି ଭାବେ ଶ୍ରୀଯୁକ୍ତ ଚୌବନ ମାଝୀ ଙ୍କୁ ପୁନଃ ନିର୍ବାଚନ ରେ ସର୍ବସମ୍ମତି କ୍ରମେ ନିର୍ବାଚିତ କରିଥିଲେ। ବ୍ଲକ ଉପସଭାପତି- ଶ୍ରୀଯୁକ୍ତ କୁମର ମାଝୀ ଓ ଶ୍ରୀଯୁକ୍ତ ଗଣ୍ଡା ରାମ ମାଝୀ, ବ୍ଲକ ସଂପାଦକ- ଶ୍ରୀଯୁକ୍ତ ନରୋତ୍ତମ ମାଝୀ, ବ୍ଲକ ଯୁଗ୍ମ ସଂପାଦକ- ଶ୍ରୀଯୁକ୍ତ ଦଶମୁ ମାଝୀ, ବ୍ଲକ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଗଙ୍ଗାଧର ମାଝୀ, ବ୍ଲକ ଚପରାସୀ-ଶ୍ରୀଯୁକ୍ତ ଚନ୍ଦ୍ର ମଣି ଧରୁଆ, ବ୍ଲକ ସଂଗଠକ- ଶ୍ରୀଯୁକ୍ତ ରଞ୍ଜନ ମାଝୀ ଓ ଶ୍ରୀଯୁକ୍ତ ଲୀଙ୍ଗରାଜ ଧରୁଆ ଙ୍କୁ ମନୋନୀତ କରାଗଲା। ଏଥିରେ ନୂତନ ଭାବେ ନିର୍ବାଚିତ ହୋଇଥିବା ବ୍ଲକ ସ୍ତରୀୟ ଗୋଁଡ଼ ସାଂସ୍କୃତିକ ସମାଜ କମିଟି ର ସମସ୍ତ ସଦସ୍ଯ ଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା କରିବା ସହ ଶ୍ରୀ ଅର୍ଜୁନ ମାଝୀ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

Post a Comment

Previous Post Next Post