ଧଳପୁର,(ସୁଶାନ୍ତ କୁମାର ବେହେରା):ଜିଲ୍ଲାବୌଦ୍ଧ ହରଭଙ୍ଗା ବ୍ଲକ ରାମଗଡଗ୍ରାମପଞ୍ଚାୟତ ଅନ୍ତର୍ଗତ , "ଡଃ.ଆମ୍ୱେଦକର ୟୁଥ୍ କ୍ଲବ୍" ବୈକୁଣ୍ଠ ପୁର ଙ୍କଦ୍ୱାରା ଅସହାୟ ଙ୍କୁ ଶୀତ ଦାଉରୁ ରକ୍ଷା କରିବା ପାଇଁ କମଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୟୁଥ କ୍ଳବ ର ସ୍ଵଚ୍ଛା ସେବୀ ସଭାପତି-ଶ୍ରୀ ସୁନିଲ ରାଜହଂସ, ସେକ୍ରେଟେରୀ-ସୁବ୍ରତ ଦୀପ, ଉପ ସଭାପତି-ଶିବୁନ୍ ଦୀପ ଏଂବ କୋଷାଧ୍ଧକ୍ଷ-ଆକାଶ ଦୀପ ଏବଂ କ୍ଲବ୍ ର ଅନ୍ୟ ସମସ୍ତ ୨୪ ଜଣ ସଭ୍ୟଙ୍କ ଉପସ୍ଥିତିରେ ଗ୍ରାମରେ ଥିବା ୧୮ଜଣ ଅସହାୟ ବୃଦ୍ଧ, ବୃୃଦ୍ଧା କୁ ବଣ୍ଟନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ କୁ ସ୍ଥାନୀୟ ଅଂଚଳ ବାସି ଭୁରି ଭୁରି ପ୍ରଶଂସା କରିଛନ୍ତି।
Post a Comment