କଣ୍ଟାବାଞ୍ଜି କୋର୍ଟ ପରିସର ରେ ଜାତୀୟ ଲୋକ ଅଦାଲତ


କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) : କଣ୍ଟାବାଞ୍ଜି ସିଭିଲ କୋର୍ଟ ପରିସର ରେ ଚତୁର୍ଥ ଜାତୀୟ ଲୋକ ଅଦାଲତ ସମ୍ପନ୍ନ ହୋଇଛି, ତାଲୁକ ଆଇନ ସେବା କମେଟି ତରଫରୁ ଆୟୋଜିତ ଏହି ଅଦାଲତ ରେ ଏଡିଜେ ହିମାଂଶୁ ଶେଖର ମଲ୍ଲିକ, ସବଜଜ ବିନୋଦ ବିହାରୀ ସାହୁ , କଣ୍ଟାବାଞ୍ଜି ଜେଏମଏଫସି ଲିପ୍ସା ରାଉତ,ଙ୍ଗୋମୁଣ୍ଡା ଜେଏମଏଫସି ମୋନାଲିସା ଦାସ, ପ୍ରମୁଖ ଉପସ୍ଥିତ ରହି ମାମଲା କୁ ଵିଚାର କରିଥିଲେ, ଏହି ଲୋକ ଅଦାଲତ ରେ ୧୬୨ ମାମଲା ଶୁଣାଣି ପାଇଁ ଆସିଥିଲା ସେ ମଧ୍ୟରୁ ୩୮ ଟା ମାମଲାର ସମାଧାନ ହୋଇଥିଲା

1 Comments

Post a Comment

Previous Post Next Post