କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) : କଣ୍ଟାବାଞ୍ଜି ସିଭିଲ କୋର୍ଟ ପରିସର ରେ ଚତୁର୍ଥ ଜାତୀୟ ଲୋକ ଅଦାଲତ ସମ୍ପନ୍ନ ହୋଇଛି, ତାଲୁକ ଆଇନ ସେବା କମେଟି ତରଫରୁ ଆୟୋଜିତ ଏହି ଅଦାଲତ ରେ ଏଡିଜେ ହିମାଂଶୁ ଶେଖର ମଲ୍ଲିକ, ସବଜଜ ବିନୋଦ ବିହାରୀ ସାହୁ , କଣ୍ଟାବାଞ୍ଜି ଜେଏମଏଫସି ଲିପ୍ସା ରାଉତବ,ଙ୍ଗୋମୁଣ୍ଡା ଜେଏମଏଫସି ମୋନାଲିସା ଦାସ, ପ୍ରମୁଖ ଉପସ୍ଥିତ ରହି ମାମଲା କୁ ଵିଚାର କରିଥିଲେ, ଏହି ଲୋକ ଅଦାଲତ ରେ ୧୬୨ ମାମଲା ଶୁଣାଣି ପାଇଁ ଆସିଥିଲା ସେ ମଧ୍ୟରୁ ୩୮ ଟା ମାମଲାର ସମାଧାନ ହୋଇଥିଲା
କଣ୍ଟାବାଞ୍ଜି କୋର୍ଟ ପରିସର ରେ ଜାତୀୟ ଲୋକ ଅଦାଲତ
ଆଜତକ ଓଡ଼ିଶା
1
Tags
ଆଜତକ୍ ଓଡ଼ିଶା ବ୍ୟୁରୋ
Best wishes
ReplyDeletePost a Comment