କଣ୍ଟାମଳ,(ସୁଶାନ୍ତ କୁମାର ବେହେରା): ଆଜି କଣ୍ଟାମଳ ବ୍ଲକ ସାମ୍ବାଦିକ (କବ୍ଜା )ସଂଘ ଆନୁକୂଲ୍ୟରେ ରେ କଣ୍ଟାମାଳ ବସଷ୍ଟାଣ୍ଡ ଦୁର୍ଗା ମଣ୍ଡପ ଠାରେ ସନ୍ଧ୍ୟା ୬ଘଟିକା ସମୟରେ କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘର ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ସାହୁ ଙ୍କ ଅଧକ୍ଷ୍ୟତା ଆୟୋଜିତ ହୋଇଯାଇଛି!ଏହି ଅବସରରେ ପଶ୍ଚିମ ଓଡ଼ିଶା ଶାଶ୍ଵତ ରଙ୍ଗୀନ ମେଲୋଡି କାର୍ଯ୍ୟକ୍ରମ ପ୍ରଥମ ପର୍ଯ୍ୟାୟ ରେ ଆରମ୍ଭ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାମାଳ ବିଧାୟକ ମହିଧର ରଣା ଓ ସମ୍ମାନିତ ଅତିଥି ଭାବେ କଣ୍ଟାମାଳ ବିଡ଼ିଓ କଳାକୃଷ୍ଣ ପ୍ରଧାନ,ତହସିଲଦାର ରିନା ପ୍ରଧାନ,କଣ୍ଟାମାଳ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଜଗଦୀଶ ସେଠୀ,ପ୍ରଶାନ୍ତ ରଣା,ଶିକ୍ଷକ ଅଶୋକ ସାହୁ,ସରକାରୀ ଓକିଲ ସୁରେଶ ରଣା ପ୍ରମୁଖ ଉପସ୍ଥିତ ଥିଲେ ।ସାମ୍ବାଦିକ ଜୟ ମହାରଣା,ବଂଶୀଧର ମାଝୀ, ପ୍ରଭାତ ସାହୁ ,ବଳରାମ ବାଘ,ରଞ୍ଜନ ପାତ୍ର ଓ କଣ୍ଟାମାଳ ସାମ୍ବାଦିକ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।
କଣ୍ଟାମଳ ବ୍ଲକ ସାମ୍ବାଦିକ ସଂଘ (କବ୍ଜା )ର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ ।
ଆଜତକ ଓଡ଼ିଶା
0
Post a Comment