ମୁଖ୍ୟମନ୍ତ୍ରୀ ଙ୍କ ଭରଚୁଆଲ ମାଧ୍ୟମ ରେ ୨୨ଟି ଜିଲ୍ଲା ରେ ୫୫ଟି ଅତ୍ୟାଧୁନିକ ବସ ଷ୍ଟାଣ୍ଡ ଭିତ୍ତି ପ୍ରସ୍ତର ସ୍ଥାପନ,
ବୌଦ୍ଧ ଜିଲ୍ଲା ର ହରଭଙ୍ଗା ଓ କଣ୍ଟାମାଳ ରେ ହେବ ଅତ୍ୟାଧୁନିକ ବସ ଷ୍ଟାଣ୍ଡ
ବୌଦ୍ଧ,(ସୁଶାନ୍ତ କୁମାର ବେହେରା) ରାଜ୍ୟର ୨୨ଟି ଜିଲ୍ଲା ରେ ୫୫ଟି ଅତ୍ୟାଧୁନିକ ବସ ଷ୍ଟାଣ୍ଡ ତିଆରି ହେବା ଭିତରେ ବୌଦ୍ଧ ଜିଲ୍ଲା ର ହରଭଙ୍ଗା ଓ କଣ୍ଟାମାଳ କୁ ବି ଭରଚୁଆଲ ମାଧ୍ୟମ ରେ ଆଜି ମୁଖ୍ୟମନ୍ତ୍ରୀ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି!ତତ ସହିତ ରାଜ୍ୟ ରେ ପଞ୍ଜିକୃତ ଖବର କାଗଜ ରେ କାମ କରୁଥିବା ହକର ମାନଙ୍କୁ କୋଭିଡ ସହାୟତା ୬୦୦୦ଟଙ୍କା ରାଶି ତାଙ୍କ ଜମା ଖାତାରେ ଜମା କରିଛନ୍ତି। ତେଣୁ ଓଡିଶା ଖବର କାଗଜ ହକର ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ସାଧୁବାଦ ଜଣାଇଛନ୍ତି।
Post a Comment