ରିପୋର୍ଟର : ସୁଶାନ୍ତ କୁମାର ବେହେରା
ହରଭଙ୍ଗା,(ଆଜତକ୍ ଓଡ଼ିଶା). ହରଭଙ୍ଗା ବ୍ଲକ ଧଳପୁର ପଂଚାୟତ ନିକଟରେ ଓଡିଶା ଡ୍ରାଇଭର ମହାସଂଘ ଧଳପୁର ଗ୍ରାମପଞ୍ଚାୟତ ଡ୍ରାଇଭର ସଂଘ ତରଫରୁ ଶପଥ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି!ଏହି ବୈଠକ ରେ ହରଭଙ୍ଗା ବ୍ଲକ ସ୍ତରୀୟ କର୍ମ କର୍ତ୍ତା ଙ୍କ ସମେତ ଧଳପୁର ପଂଚାୟତ ର ପ୍ରାୟ ୪୦ଜଣ ଡ୍ରାଇଭର ଭାଇ ଉପସ୍ଥିତ ରହିଥିଲେ!ବୈଠକ ରେ ବହୁ ଆଲୋଚନା ପରେ ବୌଦ୍ଧ ଜିଲ୍ଲା ର ସମସ୍ତ ଡ୍ରାଇଭର ଭାଇ, ନିଜ ନିଜ ଭିତରେ, ବନ୍ଧୁତା, ଭାଇଚାରା, ପଥପ୍ରଦର୍ଶକ, ଶାନ୍ତି ଶୃଙ୍ଖଳା, ସହଯୋଗ ମନବୃତି, ଓ ବୌଦ୍ଧ ଜିଲ୍ଲା ର ସମସ୍ତ ଡ୍ରାଇଭର ଏକତା ରକ୍ଷା କରିବା ନେଇ ଜଗତର ନାଥ ମହାବାହୁ ଜଗନ୍ନାଥ ଙ୍କପାଖରେ ଶପଥ ଗ୍ରହଣ କରିଥିଲେ।
Post a Comment