ରିପୋର୍ଟର// ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ
ବୌଦ୍ଧ,(ଆଜତକ୍ ଓଡ଼ିଶା) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଖଲିଆପାଲି ଗ୍ରାମରେ ଯାଦବ ସମାଜ ଆନୁକୂଲ୍ୟରେ ଗତକାଲି ଅନୁଷ୍ଠିତ ହୋଇଥିବା ଗିରି ଗୋବର୍ଦ୍ଧନ ପୂଜା ଆଜି ଉଦଯାପିତ ହୋଇ ଯାଇଛି । ଖଲିଆପାଲି ଠାରେ ଥିବା ସୀତାରାମ ଶାନ୍ତି ମଠ ନିକଟସ୍ଥ ଗିରି ଗୋବର୍ଦ୍ଧନ ମଣ୍ଡପ ଠାରେ ଗତକାଲି ସକାଳ ୯ ଘଣ୍ଟା ସମୟରେ ଯାଦବ ସମାଜର ସଦସ୍ୟ ମାନେ ଉପସ୍ଥିତ ରହି ପୂଜାଅର୍ଚ୍ଚନା ଆରମ୍ଭ କରିଥିଲେ । ଆଜି ସକାଳେ ପୁଣି ପାରମ୍ପରିକ ପୂଜାର୍ଚନା ପରେ ଉଦଯାପିତ ହୋଇ ଯାଇଛି ।
Post a Comment