ଶୋଭାପାବୁଲି ଗ୍ରାମରେ ଗିରିଗୋବର୍ଦ୍ଧନ ପୂଜା ଅନୁଷ୍ଠିତ




ରିପୋର୍ଟର//ହୃଦାନନ୍ଦ ମେହେର ଓ ସୁଶାନ୍ତ କୁମାର ବେହେରା

ବୌଦ୍ଧ,(ଆଜତକ୍ ଓଡ଼ିଶା)ବୌଦ୍ଧ ବ୍ଲକ ମନୁପାଲି ପଞ୍ଚାୟତ ଅନ୍ତର୍ଗତ ଶୋଭାପାବୁଲି ଗ୍ରାମରେ ଶୁକ୍ରବାର ଗିରି ଗୋବର୍ଦ୍ଧନ ପୂଜା  ଆନୁଷ୍ଠିତ ହୋଇଯାଇଛି ।ଗ୍ରାମବାସୀ  ସକାଳୁ ସକାଳୁ ନିକଟରେ ଥିବା ଏକ ପୋଖରୀ ରୁ ଜଳ ଆଣି ମଣ୍ଡପରେ ପୂର୍ଣ୍ଣ କୁମ୍ଭ ସ୍ଥାପନ କରି ପୂଜା ଆରମ୍ଭ ହୋଇଥିଲା ।ଏଥିରେ କର୍ତା ଭlବାରେ ଜଗନ୍ନାଥ ପୋଢ଼ ଯୋଗ ଦେବ ସହ ପୂଜାରୀ ନବ କିଶୋର ଦାସ ପୂଜର୍ଚନା କରିଥିଲେ ।ଏହି ପୂଜା ଦୀର୍ଘ ବର୍ଷ  ଧରି ଚାଲି ଆସୁଥିବାବେଳେ ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ଅଳ୍ପ ସଂଖ୍ୟକ ଭକ୍ତ ଶ୍ରଦ୍ଧାଳୁ ଏବଂ ଗ୍ରାମବାସୀ ମାନେ ଉପସ୍ଥିତ ରହି ସହଯୋଗ  କରିଥିଲେ ।

Post a Comment

Previous Post Next Post