ରିପୋର୍ଟର : ସୁଶାନ୍ତ କୁମାର ବେହେରା
ହରଭଙ୍ଗା : (ଆଜତକ୍ ଓଡ଼ିଶା): ବୌଦ୍ଧ ଜିଲ୍ଲା ର ହରଭଙ୍ଗା ବ୍ଲକ ର ହିଜଳ ଗ୍ରାମକୁ ରାସ୍ତା ର ଶୋଚନୀୟ ଅବସ୍ଥାକୁନେଇ ଗ୍ରାମବାସୀ ଅଣ୍ଟାଭିଡ଼ିଛନ୍ତି!ଗ୍ରାମ ବାସୀଙ୍କ ସୂଚନା ନୁଯାୟୀ ହିଜଳ ଗ୍ରାମକୁ ଜୀବାକୁ ହେଲେ ସlତଖଣ୍ଡ ରୁ ଯିବାକୁ ପଡେ!କିନ୍ତୁ ଦୀର୍ଘ ୩୦ବର୍ଷ ପୂର୍ବେ ga କୁ ରାସ୍ତା ପାଇଁ ଗୋଟିଏ ଥର ମାତ୍ର ମାଟି ପଡି ରାସ୍ତା କରାଯାଇଥିଲା!ତା ପରେ ପ୍ରଶାସନ କି ରାଜନୈତିକ କାହାର ଏହା ପ୍ରତି ନଜର ନାହିଁ!ଗାଁ କୁ ଜରୁରୀ କାଳୀନ ସେବା ବନ୍ଦ, ଶିକ୍ଷା କଥା କହିବା ତ ଦୂରରେ? ପ୍ରଶାସନ,ସ୍ଥାନୀୟ ରାଜନେତା, ବ୍ଲକ ଅଧିକାରୀ,ସରପଞ୍ଚ ଙ୍କୁ ୭ଥର ଲିଖିତ ଆକାରରେ ଅଭିଯୋଗ କରିବି କିଛି ସୁଫଳ ମିଳିନି।
ଏହା ଆମେ କହୁନୁ କହୁଛନ୍ତି ଅଭାବ ଅସୁବିଧା ରେ ଦୀନ କାଟୁଥିବା ହିଜଳ ଗ୍ରାମବାସୀ!ତେଣୁ ଆଜି ଜିଲ୍ଲା ପାଳ ଙ୍କ ସକାଶେ ଏକ ଦାବିପତ୍ର ଦେଇଛନ୍ତି ଏହି ଗ୍ରାମ ବାସି ଯେ ଜଦି ଆଗାମୀ ଆଜିଠୁ ୧୦ଦୀନ ଭିତରେ ସlତଖଣ୍ଡ ରୁ ହିଜଳ ଗ୍ରାମକୁ ରାସ୍ତା ର ସୁବିଧା କରାନଯାଏ ଆସନ୍ତା ମାସ ୮/୧୨/୨୦୨୧ରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି!ଏଥି ସକାଶେ ଆଜି ଗ୍ରାମ ବାସି ଅଭିଯୋଗ ସହିତ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳ ବେହେରା ଙ୍କୁ ଜିଲ୍ଲା ପାଳ ଙ୍କ ସକାଶେ ଦେଇଛନ୍ତି।
Post a Comment