Homeଓଡ଼ିଶା ଓଏଏସ ସ୍ତର ରେ ଅଦଳ ବଦଳ : ବଦଳି ହେଲେ କଣ୍ଟାବାଞ୍ଜି ତହସିଲଦାର ଆଜତକ ଓଡ଼ିଶା Tuesday, October 26, 2021 0 କଣ୍ଟାବାଞ୍ଜି : (ଆଜତକ ଓଡ଼ିଶା) ରାଜ୍ୟ ସରକାର ତରଫରୁ ଓଏଏସ ଏବଂ ଓଆରଏସ ସ୍ତର ବଡ ଧରଣ ର ଅଦଳ ବଦଳ କରିଛନ୍ତି ,ଏହି କ୍ରମ ରେ କଣ୍ଟାବାଞ୍ଜି ତହସିଲଦାର ଅଶୋକ କୁମାର ମାଝୀ ଙ୍କ ବଦଳି ହୋଇଛି ତାଙ୍କୁ ବ୍ୟାସନଗର ତହସିଲଦାର ଭାବେ ବଦଳି ହୋଇଥିବା ପ୍ରକାଶ। You Might Like View all
Post a Comment