ରାମଗଡ଼ ରେ ମା ଗଜଲକ୍ଷ୍ମୀ ଙ୍କ ଭସାଣି ଉତ୍ସବ


ହରଭଙ୍ଗା,( ସୁଶାନ୍ତ କୁମାର ବେହେରା ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ଼ ପଂଚାୟତ ରାମଗଡ଼ ଗ୍ରାମର କ୍ଷେତୀ ସାହି, ମହାଜନ ସାହି, ତଳିସାହି, ମାଳିସାହି ଓ ଧୋବା ସାହି ଠାରେ ମା ଗଜଲକ୍ଷ୍ମୀ ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଥିଲା!ଗତକାଲି ଏହି ୫ଟି ସାହିରେ ୪ଦୀନ ଧରି ପୂଜାପାଉଥିବା ମା ଗଜଲକ୍ଷ୍ମୀ ଙ୍କ ଭସାଣି ଉତ୍ସବ ପାଳନ କରାଯାଇଛି। ୫ଟି ସାହିର ମା ଙ୍କ ମୃଣୟ ମୂର୍ତ୍ତି କୁ ଗାଁ ପରିକ୍ରମା କରାଇ ଶେଷରେ ବିସର୍ଜନ କରାଯାଇଥିବା ର ସୂଚନା ମିଳିଛି।

Post a Comment

Previous Post Next Post