ଲକ୍ଷ୍ମୀପୁର : ଲକ୍ଷ୍ମୀପୁର ସତ୍ୟସାଇ ସେବା ସମିତି ତରଫରୁ ପବିତ୍ର ଗହ୍ମାପୁର୍ଣମୀ ଅବସର ରେ ଗୋପୁଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେବା ସମିତିର ହୃଷିକେଶ ସାହୁ ,ନାରାୟଣ ମାଝି ,ଶିବଶଙ୍କର ସାମଲ ପ୍ରମୁଖ ସକାଳୁ ସକାଳୁ ସାଇ ମନ୍ଦିର ରେ ପୁଜାର୍ଚନା କରିବା ପରେ ଅନେକ ଲୋକଙ୍କ ଗୋଶାଳା ସମ୍ମୁଖରେ ପହଚିଂ ଗାଇ ମାନଙ୍କୁ ପୁଜାର୍ଚନା କରିବା ପରେ ଗୋଖାଦ୍ୟ ସହ ବିଭିନ୍ନ ପ୍ରକାର ଫଳ ଗାଇମାନଙ୍କୁ ଖାଇବାକୁ ଦେଇଥିଲେ।ପରେ ଗରିବ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା।ଆଜି ପବିତ୍ର ରକ୍ଷାବନ୍ଧନ ଉସ୍ଚବ ଅବସର ରେ ଭଉଣି ମାନେ ଭାଇ ହାତରେ ରାକ୍ଷୀ ବାନ୍ଧି ଥିବାର ମଧ୍ୟ ଦେଖିବାକୁ ମିଳିଛି।ଅନ୍ୟପକ୍ଷରେ ଅନଲାଇନ ରେ ରାକ୍ଷୀ ପହଚୁଂଥିବା କାରଣରୁ ରାକ୍ଷୀ ବ୍ୟବସାୟ ମଧ୍ୟ ମାନ୍ଦା ରହିଥିବା ବ୍ୟବସାୟ ମାନେ ପ୍ରକାଶ କରିଛନ୍ତି।

Post a Comment