କଣ୍ଟାବାଞ୍ଜି :( ଆଜତକ୍ ଓଡ଼ିଶା ) ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ପ୍ରେସ କ୍ଲବ ପକ୍ଷରୁ ବୃକ୍ଷରୋପଣ। ଆଜି କାର୍ଗିଲ ଦିବସ ରେ କଣ୍ଟାବାଞ୍ଜି ପ୍ରେସ କ୍ଲବ ସଭାପତି ପ୍ରଭଜିତ ସିଂ ସାଲୁଜାଙ୍କ ନେତୃତ୍ଵରେ ହରିଶଙ୍କର ଫରେଷ୍ଟ ଅଫିସ ପରିସରରେ ନିମ୍ବ ଗଛ, କରନ ଗଛ, ଅଲା ଗଛ, ସିଶୋ ଗଛ,ସହିତ ଅନେକ ଗଛ ଲଗାଇ କାର୍ଗିଳ ଦିିବସ ପାଳନ କରିଥିଲେ।
ଲଗାଇବା ସମୟର କାର୍ଯ୍ୟକାରୀ ସଭାପତି ସୁରୁଦାସ ବାଗ, ଉପ ସଭାପତି ରଶ୍ମିରଞ୍ଜନ ପଟେଲ, ସଂପାଦକ ପୁଷ୍ପକେତୁ ବେହେରା, ବରିଷ୍ଠ ସଦସ୍ୟ ଆନନ୍ଦ ମୋଟେ, ପରାମର୍ଶ ଦାତା ଆଶିଷ ଖେତାନ, ବଣ୍ଟି ଗୁପ୍ତା, କାର୍ଯ୍ୟକାରୀ ସଦସ୍ୟ ସୁବ୍ରତ ମାହାକୁଡ, ବିଶିକେସନ ମାଝୀ, ରୋହନ ମହତ, ଆଇନ ପରାମର୍ଶ ଦାତା ବିବେକ ଶର୍ମା, ଫରେଷ୍ଟର ପ୍ରିୟବ୍ରତ ମହାକୁଡ଼ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ସୁଫଳ କରିଥିଲେ।
Post a Comment