ଗଛ ଲଗାଇ ଜନ୍ମଦିନ ପାଳିଲେ ଯୁବ ସମାଜ ସେବୀ ବିବେକ ଶର୍ମା

କଣ୍ଟାବାଞ୍ଜି :( ଆଜତକ୍ ଓଡ଼ିଶା ) ଗଛ ଲଗାଇ ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ଯୁବ ସମାଜ ସେବୀ ବିବେକ ଶର୍ମା । ସେ କରୋନା ମହାମାରୀ ସମୟରୁ ଖାଦ୍ୟ ବଣ୍ଟନ, ମାସ୍କ ବଣ୍ଟନ ଭଳି ଅନେକ ସମାଜ ସେବୀ କାମ କରିଆସୁଛନ୍ତି । ଆଜି ସେ ତାଙ୍କ ଜନ୍ମଦିନରେ ୧୫ ଟି ଗଛ ଲଗାଇ ଜନ୍ମ ଦିନ ପାଳନ କରିଥାନ୍ତି।




Post a Comment

Previous Post Next Post