ବୌଦ୍ଧ ୨୦/୦୭ (ଆଜତକ ଓଡ଼ିଶା) ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ଟ୍ରାଫିକ୍ ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଜିଲ୍ଲା ନିର୍ବାହୀ ଯନ୍ତ୍ରୀ ବିଦ୍ୟୁତ ବିଭାଗ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ରଚରଣ ମହାନ୍ତିଙ୍କ ନେତୃତ୍ଵରେ , ବିଧାୟକ ପ୍ରାଥୀ ଥିବା ଶ୍ରୀ ସୁଶାନ୍ତ କୁମାର ପ୍ରଧାନଙ୍କ ସହ ଯାଇ ବିଦ୍ୟୁତ ଅଫିସ ବିକ୍ଷୋଭ ପ୍ରଦର୍ଶନ ସହ ଘେରାଉ କରାଯାଇଥିଲା ଓ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ପାଞ୍ଚ ଦଫା ଦାବୀ ପତ୍ର ପ୍ରଦାନ କରାଯାଇଥିଲା
ମୁଖ୍ୟ ଦାବୀ ଗୁଡିକ ହେଲା :
- ବର୍ଦ୍ଧିତବିଦ୍ୟୁତ୍ ଶୁଳ୍କ ପ୍ରତ୍ଯାହାର
- ଲୋଭଲ୍ଟେଜକୁ ବନ୍ଦ କରିବା ସହ ବିଦ୍ୟୁତ ସରବରାହ ରେ ଭୋଲ୍ଟେଜ ଯୋଗାଇବା।
- ଅଘୋଷିତବିଦ୍ୟୁତ କାଟ ବନ୍ଦ କରି ୨୪ ଘଣ୍ଟିଆ ବିଜୁଳି ଯୋଗାଇବା ।
- କୃଷି କ୍ଷେତ୍ର ଓ ଶୀତଳ ଭଣ୍ଡାର ପାଇଁ ବିଦ୍ୟୁତ୍ ଦେୟରେ ସବସିଡ଼ି ଦିଆଯାଉ ।
- ପୂରୁଣା ବକେୟା ଦେୟ ଓ ବିଦ୍ୟୁତ୍ ଶୁଳ୍କ ଉପଭୋକ୍ତା ଠିକ୍ ସମୟରେ ଦେଇ ନ ପାରିଲେ ତାଙ୍କ ଉପରେ ଜୋର ଜୁଲମ୍ ବନ୍ଦ କରିବା ଓ ସମୟ ଦେଇ ବିଦ୍ୟୁତ ସଂଯୋଗ ନ କାଟିବା, ଓ କୋହଳ କରିବା ।
ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ନେତୃତ୍ଵରେ ଜିଲ୍ଲାର ବିଜେପି ନେତୃବୃନ୍ଦ ସର୍ବଶ୍ରୀ ସୁଶାନ୍ତ କୁମାର ପ୍ରଧାନ ,ଶ୍ରୀ ମାଗୁଣି ଗାଇ - ଗୌରିିଆ,ସୂର୍ଯ୍ୟନାରାୟଣ ମହାପାତ୍ର, ମନରଞ୍ଜନ ଦାସ, ଶ୍ଯାମ ସୁନ୍ଦର ପୁରୋହିତ, ଅଟଳ କୁମାର ପ୍ରଧାନ, ତାପସ କୁମାର ପଟନାୟକ , ଶ୍ରୀ ପ୍ରେମାନନ୍ଦ ମିଶ୍ର, ପୂର୍ଣ୍ଣଚନ୍ଦ୍ର ଗାଈଗୌରୀଆ, ବିଶି କେଶନ ପ୍ରଧାନ ,ଶ୍ରୀମତି ମିନା ରାଣୀ ମିଶ୍ର , ଶ୍ରୀମତି ନମିତା ରାଣୀ ଦାସ, ଶ୍ରୀମତି ନିବେଦିତା ମହାକୁଡ, ଶ୍ରୀମତି ରଶ୍ମିତା ହୋତା, ଶ୍ରୀମତି ବବିତା ପ୍ରଧାନ, ଶ୍ରୀମତି ସ୍ଵର୍ଣ୍ଣମୟୀ ପ୍ରଧାନ ,ଶ୍ରୀମତି ପ୍ରିୟମ୍ବଦା ବେହେରା , ଶ୍ରୀମତି ମlମି ବେହେରା , ରବିନ୍ଦ୍ର କୁମାର ଦେଓ, ସଂଗ୍ରାମ ବେହେରା, ବାମନ ବାରିକ, ପ୍ରଭୁଦତ୍ତ ଦଲାଲ ,ବ୍ୟୋମକେଶ ମହାପାତ୍ର, ନବୀନ ହୋତା, ଗଣେଶ ବେହେରା, କୈବଲ୍ୟ ପ୍ରଧାନ, ସୁଦାମା ମେଣ୍ଡେଲୀ ,ଦାମୋଦର ମିଶ୍ର, ସୁନୀଲ କ୍ଷତି, ନିରଞ୍ଜନ ଦାନୀ, ଦେବ ପୁରୋହିତ ପ୍ରଭୁତି ଶତାଧିକ ନେତୃବୃନ୍ଦ ବିଜେପିର ଯୋଗଦାନ କରିଥିଲେ ।
ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ଆଜତକ ଓଡିଶା
Post a Comment