ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଶ୍ଚିମ ଓଡ଼ିଶାରକୁ ଅବହେଳା ପ୍ରତିବାଦରେ ବିକ୍ଷୋଭ


ବଲାଙ୍ଗୀର :(ଆଜତକ୍ ଓଡ଼ିିଶା)  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଶ୍ଚିମ ଓଡ଼ିଶାରକୁ ଅବହେଳା କରିଥିବାର ପ୍ରତିବାଦରେ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଶ୍ଚିମ ଓଡିଶା ପାଇଁ ଏକ ସ୍ବତନ୍ତ୍ର ପ୍ୟାକେଜ ଦାବି କରି ପଶ୍ଚିମ ଓଡିଶା ଯୁବା ମଂଚର ସଦସ୍ୟମାନେ ଆଜି ଏକ ରାଲିରେ ଆସି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। 

ପରେ ସେମାନେ ଭାରତର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଛଅ ଦଫା ଦାବି ପତ୍ର ବଲାଙ୍ଗିର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିଛନ୍ତି।

Post a Comment

Previous Post Next Post