ନୂଆପଡ଼ା (ଆଜତକ୍ଓ ଡ଼ିଶା) ଗୋଣ୍ଡୱାନା_ସେବା_ସଙ୍ଘ_ଓ_ଟ୍ରଷ୍ଟ_ନୂଆପଡା ଙ୍କ ଦ୍ୱାରା ପ୍ରକୃତି ଶକ୍ତି ବଡାଦେଓ ମନ୍ଦିର ପ୍ରାଙ୍ଗଣ ପତୋରା ଠାରେ ବନ ମହୋତ୍ସବ ପାଳିତ କରାଯାଇଥିଲା l ଏହି ବନ ମହୋତ୍ସବ ଅବସରରେ ଟ୍ରଷ୍ଟର ଉପଦେଷ୍ଟା ଶ୍ରୀଯୁକ୍ତ ହୋମଲାଲ ମାଝୀ ( ମ୍ୟାନେଜେର ଉତ୍କଳ ଗ୍ରାମୀଣ ବ୍ୟାଙ୍କ ନୂଆପଡା ), ଶ୍ରୀଯୁକ୍ତ ରାମ ସିଂ ମାଝୀ (ପୂର୍ବତନ ସଭାପତି -ପାୱାରତୋଳା ସର୍କଲ ), ସମ୍ପାଦକ ଶ୍ରୀଯୁକ୍ତ ଘନଶ୍ୟାମ ମାଝୀ (ପ୍ରଧାନ ଶିକ୍ଷକ, ଉଚ୍ଚ ବିଦ୍ୟାଳୟ ଜାମୁରୁଣ୍ଡା ନବରଙ୍ଗପୁର ) ଟ୍ରଷ୍ଟ ର ସଭାପତି ଶ୍ରୀ ବଜରଙ୍ଗ ମାଝୀ, ଶିକ୍ଷା ପ୍ରମୁଖ ଶ୍ରୀ ଜିରାଖନ ମାଝୀ, ସଂସ୍କୃତିକ ପ୍ରମୁଖ ଶ୍ରୀ ଦୀନେଶ କୁମାର ମାଝୀ, ଶ୍ରୀ ପରମେଶ୍ୱର ମାଝୀ, ଚୈତନ ମାଝୀ, ଡୁଗେଶ୍ଵର ଧରୁଆ, ଦୀପକ ମାଝୀ, ମିନେଶ ଧରୁଆ, ସନ୍ଦୀପ ମାଝୀ, ବିଶ୍ରୁ ମାଝୀ ଉପସ୍ଥିତ ରହି ବୃକ୍ଷ ରୋପଣ କରି ବନ ମହୋତ୍ସବ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l
ଗୋଣ୍ଡୱାନା ସେବା ସଙ୍ଘ ଓ ଟ୍ରଷ୍ଟ ନୂଆପଡାଙ୍କ ଦ୍ୱାରା ବନ ମହୋତ୍ସବ ପାଳିତ
ଆଜତକ ଓଡ଼ିଶା
2
Great job of GSST nuapada
ReplyDeleteThanks
DeletePost a Comment