( ଆଜତକ୍ ଓଡ଼ିଶା ) ପଶ୍ଚିମ ଓଡ଼ିଶାର ଘରେ ଘରେ ପରିଚିତ କଳାକାର ରକୁ ସୁନା ଓ ଉମାକାନ୍ତ ବାରିକ ଏକା ସାଙ୍ଗରେ ଗୀତ ଗାଇଥିବା ଦେଖିବାକୁ ମିଳବ । ପ୍ରଥମ ଥର ପାଇ ଦୁଇ ପ୍ରସିଦ୍ଧ ଗାୟକ ଗୋଟିଏ ଗୀତରେ ନଜର ଆସିବେ । ଆସନ୍ତା କାଲି ସକାଳ ୭ ଟା ସମୟରେ ଆକୃତି ଭିଡିଓ ୟୁଟିୟୁବ ଚ୍ୟାନେଲ ରେ ଦର୍ଶକ ଶୁଣି ପାରିବେ ।
Post a Comment