ବଲାଙ୍ଗିର : ୯/୧୨ (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ମଣ୍ଡଳ ଗ୍ରାମ ର କୋଶଳୀ କବି ଆଶୁତୋଷ ଠାକୁର ଙ୍କୁ ଗତ ୮ତାରିଖ ରବିବାର ନୂଆପଡ଼ା ଜିଲ୍ଲାର ରିଜର୍ଭ ପୋଲିସ୍ ପଡିଆ ଠାରେ ଅନୁଷ୍ଠିତ କୋଶଳୀ ସାଂସ୍କୃତିକ ମହୋତ୍ସବ ରେ ସମ୍ମାନିତ କରାଯାଇଛି । ଏହି ଅବସରରେ ଅନୁଷ୍ଠାନ ର ମୁଖିଆ ସୁରଜିତ ସିଂ ମହାରଥୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯକ୍ରମ ରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଜିଲ୍ଲା ରୁ କବି,ଲେଖକ, ଗାଲ୍ପିକ ମାନେ ଯୋଗଦେଇ ନିଜ ନିଜ ସ୍ବରଚିତ କବିତା ପାଠ କରିଥିଲେ । ମଣ୍ଡଳ ଗ୍ରାମ ର ଆଶୁତୋଷ ଠାକୁର ଙ୍କ ସ୍ବରଚିତ କୋଶଳୀ କବିତା ଦେଖ ଦୁନିଆର ଚଳନ କୁ ଅତିଥି ଗଣ ଉନ୍ମୋଚିତ କରିଥିଲେ ।ଉକ୍ତ କବିତା ପୁସ୍ତକରେ ଅଞ୍ଚଳ ର ପର୍ବ ପର୍ବାଣୀ କଳା ସାଂସ୍କୃତିକ ବିଷୟରେ ୧୮୦ ଟି କବିତା ସ୍ଥାନ ପାଇଛି । କବିତା ପୁସ୍ତକ କୁ ଅତିଥି ସୁରଜିତ ସିଂ ମହାରଥୀ, ଲାଳଚନ୍ଦ ବଗର୍ତ୍ତି,ବ୍ରଜ ମୋହନ ମେହେର,ଅଧ୍ୟାପକ ବିନୟ କୁମାର ଦାସ,ରମାକାନ୍ତ ସାହାଣୀ,ଜୟକୃଷ୍ଣ ମେହେର,ମଧୁସୂଦନ ଦାସ,ଧରମ ସିଂହ ଧରୁଆ,ଧବେନ୍ଦ୍ର ଶତପଥୀ,ଆଶୁତୋଷ ଠାକୁର ଉନ୍ମୋଚିତ କରି କୋଶଳୀ ସାହିତ୍ୟ ଉପରେ ଆଲୋଚନା ହୋଇଥିଲା ।

Post a Comment