ଞ୍ଜାମ/ବୁଗୁଡ଼ା,୨୩/୧୧ (ସୋରେନ କୁମାର ପ୍ରଧାନ) ପୁରୀ ଠାରେ ନଭେମ୍ବର ୨୨ ରୁ ୨୪ ପର୍ଯ୍ୟନ୍ତ ହେବାକୁ ଥିବା ହାଇ ପର୍ଫମେନ୍ସ କିକ୍ ବକ୍ସିଂ ପ୍ରଶିକ୍ଷଣ ଶିବିରରେ ଗଞ୍ଜାମ ଜିଲ୍ଲାର ୮ ଜଣ ଖେଳାଳି ଯୋଗ ଦେଇଛନ୍ତି।ଏହି ୮ ଜଣିଆ କିକ୍ ବକ୍ସିଂ ଟିମ୍ ରେ ବୁଗୁଡ଼ା ର ୪ ଜଣ ଖେଳାଳି ସ୍ଥାନ ପାଇଛନ୍ତି।ଏହି ୮ଜଣିଆ ଟିମ୍ ରେ ବୁଗୁଡ଼ା ଅନ୍ତର୍ଗତ ଷୋହଳମାଇଲି ର ତୁଷାରମହାନ୍ତି,ବୁଗୁଡ଼ା ର କେ.ଲକ୍ଷ୍ମଣ ଆଚାରୀ,ପ୍ରତୀକ ନାହାକ,ହିମାଂଶୁ ଶେଖର ମହାନ୍ତି,ଛତ୍ରପୁର ର ଖିତିଶି କୁମାର ଦାଶ , ଗଞ୍ଜାମର ବିକାଶ ବେହେରା,ବ୍ରହ୍ମପୁର ରୁ କୋଚ୍ ଦୁର୍ଗାପ୍ରସାଦ ଦାଶ ଓ ଗଞ୍ଜାମ ଜିଲ୍ଲା କିକ୍ ବକ୍ସିଂ ସମ୍ପାଦକ ପ୍ରମୋଦ କୁମାର ଆପଟ ଯୋଗଦେଇଥିବା ଜଣାପଡିଛି।

Post a Comment