ବଲାଙ୍ଗୀର (ଆଜତକ୍ ଓଡ଼ିଶା) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅର୍ନ୍ତଗତ ସିନ୍ଧେକେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡକ୍ଟର ପୋଷ୍ଟିଂ ଓ ନିର୍ମାଣଧୀନ ନୂତନ ସ୍ବାସ୍ଥ୍ୟକେନ୍ଦ୍ର କୋଠା କାମ ଶିଘ୍ର ସମ୍ପୁର୍ଣ୍ଣ କରିବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଙ୍କୁ ଭେଟି ଆଲୋଚନା କରାଯାଇଛି। ପ୍ରକାଶ ଥାଉ କି ସିନ୍ଧେକେଲା ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ସୀମାନ୍ତରେ ଅବସ୍ଥିତ ଥିବାରୁ ଏବଂ ସିନ୍ଧେକେଲା ମୁଖ୍ୟ ରାସ୍ତା ଦେଇ ୪୨ ନମ୍ବର ରାଜ୍ୟ ରାଜପଥ ଓ ଅନତିଦୂରରେ ବିଶାଖାପାଟଣା - ରାୟପୁର ୧୯ ନମ୍ବର ରାଜ୍ୟ ରାଜପଥ ଯାଇଛି। ଏହାଫଳରେ ସିନ୍ଧେକେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ରହିଥାଏ। ଏହାକୁନଜରରେ ରଖି ସରକାର ଉନ୍ନିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସାମିଲ କରି ନୁତନ ବିଳ୍ଡିଂ କାମ ତିଆରି ଚାଳିଛି ତେବେ କାମ ମନ୍ଥର ଗତିରେ ଚାଲୁଥିବାରୁ ଶିଘ୍ର ସମ୍ପୁର୍ଣ୍ଣ କରିବା ପାଇଁ ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ବାସ୍ଥ୍ୟକେନ୍ଦ୍ର ହୋଇଥିଲେ ହେଁ କେବଳ ଏମବିବିଏସ ଡକ୍ଟର ଙ୍କ ଭରଷାରେ ଚାଳିଛି ସ୍ବାସ୍ଥ୍ୟସେବା। ତେଣୁ ବିଶେଷଜ୍ଞ ଡକ୍ଟର ପୋଷ୍ଟିଂ କରିବାପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତେବେ ମନ୍ତ୍ରୀ ସବୁ ଶୁଣିବା ପରେ ଶିଘ୍ର ଅସୁବିଧା ଦୁର କରିବାପାଇଁ ପ୍ରତିଶ୍ରୁତି ଦେଇଥିଲେ ଏବଂ ନିଜେ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିବି ବୋଲି କହିଥିଲେ। ଆଲୋଚନାରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ବିଜେପି ସମ୍ପାଦକ ଅନିଲ ନାଏକ, ସିନ୍ଧେକେଲା ବଣିକ ସଂଘ ସହ ସମ୍ପାଦକ ଅନିଲ କୁମାର ତ୍ରିପାଠୀ, ଯୁବନେତା ଯୁବରାଜ ବାଗ, ହେମନ୍ତ ସାହୁ, ନିତ୍ୟାନନ୍ଦ ପୃଷେଠ, ସଞ୍ଜିବ ଛୁରା, ସୁଧିର ବଛା, ପୁରୋହିତ ଛୁରା, ଗୋପବନ୍ଧୁ ବେହେରା ପ୍ରମୁଖ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଙ୍କ ସହ ଆଲୋଚନାରେ ସାମିଲ ହୋଇଥିଲେ।

Post a Comment