ସିନାପାଲି ଶିଶୁ ମନ୍ଦିରରେ ମାତୃପିତୃ ସମ୍ମିଳନୀ


ସିନାପାଲି ସରସ୍ବତୀ ଶିଶୁ ବିଦ୍ଯାମନ୍ଦିର ଠାରେ ମାତୄପିତୃ ସମ୍ମିଳନୀ ଅନୁଷ୍ଠିତ ହୋଇଛି ା ତୃତୀୟ ରୁ ଅଷ୍ଟମ ଶ୍ରେଣୀ ପଢ଼ୁଥିବା ଭାଇଭଉଣୀଙ୍କ ପିତାମାତା ଏହି ସମ୍ମିଳନୀରେ ଯୋଗ ଦେଇ ବିଦ୍ଯାଳୟ ଓ ଏଠି ଅଧ୍ଯୟନରତ ଛାଚ୍ରଛାତ୍ରୀଙ୍କ ବିକାଶକୁ ନେଇ ଅନୁଷ୍ଠିତ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ା କାର୍ଯ୍ଯକ୍ରମର ମୁଖ୍ଯଅତିଥି ଭାବରେ ନୂଆପଡ଼ା ଜିଲ୍ଲା ପ୍ରମୁଖ ଧୃବ ପାତ୍ର, ମୁଖ୍ଯବକ୍ତା ଭାବରେ ଦକ୍ଷିଣପଶ୍ଚିମ ସଂଭାଗ ସଂପାଦକ ରୁଦ୍ରମାଧବ ବାରିକ ଓ ସମ୍ମାନିତ ଅତିଥି ଭାବରେ ସଂକୁଳ ପ୍ରମୁଖ ତୁଳସୀରାମ ମେହେର ଯୋଗଦେଇ ସମ୍ମିଳନୀକୁ ମାର୍ଗଦର୍ଶନ କରିଥିଲେ ା ଅନ୍ଯମାନଙ୍କ ମଧ୍ଯରେ ବିଦ୍ଯାଳୟ ପରିଚାଳନା କମିଟିର ସଂପାଦକ ବାମଦେବ ଦାଶ, ଉପସଭାପତି ମେଘନାଦ ମେହେର, କୋଷାଧ୍ଯକ୍ଷ ବୈଷ୍ଣବ ମେହେର ଓ ପ୍ରଧାନ ଆଚାର୍ଯ୍ଯ ଚରଣ ନେତାମ ଅଂଚାସୀନ ଥିଲେ ା ପ୍ରାରମ୍ଭରେ ଶ୍ରୀ ନେତାମ ଅତିଥି ପରିଚୟ ପ୍ରଦାନ ସହ ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ମନମୋହନ ପଣ୍ତା ସଭା ପରିଚାଳନା କରିଥିଲେ ା ସମ୍ମିଳନୀ ଆୟୋଜନରେ ବିଦ୍ଯାଳୟର ସମସ୍ତ ଗୁରୁଜୀଗୁରୁମା, ସେବକସେବିକା ସହଯୋଗ କରିଥିଲେ ା ଶେଷରେ ପଂଚାନନ ନାୟକ ଧନ୍ଯବାଦ ଦେଇ ଥିଲେ ା ପରମେଶ୍ୱର ମେହେର ରିପୋର୍ଟ

Post a Comment

Previous Post Next Post