ନୂଆପଡା (ପରମେଶ୍ୱର ମେହେର) ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସିଙ୍ଗଝର ଗ୍ରାମରେ ପ୍ରଭୁ ଗଜାନନ ଙ୍କ କଳସ ଯାତ୍ରା ସମ୍ପନ ହୋଇଛି । ସନ୍ଦ୍ୟା ପାଞ୍ଚ ଟା ସମୟରେ ଗ୍ରାମରୁ ଶତାଧିକ ମହିଳା ସିଙ୍ଗଝର ବଜାର ପାଖ ସାଗର କୁ ଯାଇ ପୁରୋହିତ ଶତ୍ରୁଘ୍ନ ଷଡ଼ଙ୍ଗୀ ପୂଜାର୍ଚନା କରି ପାଣିକଳସ ଆଣିଥିଲେ । ଗ୍ରାମର ଜଗଦୀଶ ବୈଠାରୁ ଓ ସହଧର୍ମିଣୀ ସାମୂଖା ବୈଠାରୁ କର୍ତ୍ତା ଭାବରେ ଦାଇତ୍ୱ ନେଇଥିବା ବେଳେ ପଣ୍ଡିତ ଶତ୍ରୁଘ୍ନ ଷଡ଼ଙ୍ଗୀ ଙ୍କୁ ପୂଜାର୍ଚନା ଦାଇତ୍ୱ ଦିଆଯାଇଛି । ଏଥିରେ ଗ୍ରାମର ଆୟୋଜକ କମିଟି ସୁରେଶ ମାଝୀ, ତିଳ, ଲଳିତ, ଡମ୍ବରୁ, ବୈକୁଣ୍ଠ, ଗାଜିନ, ଟଙ୍କ, ବିନୋଦ, ଦୈତାରୀ, ନେତ୍ରା, ଖମେଶ୍ୱର, ସେବ, ପପୁ, ସହଯୋଗ କରିଥିଲେ । ଆସନ୍ତା ବାର ତାରିଖ ଦିନ ମନୋରଞ୍ଜନ କାର୍ଯ୍ୟକ୍ରମ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି ।

Post a Comment