କଟକ ଜିଲ୍ଲାର ମାହାଙ୍ଗା ବ୍ଲକର କଇଥା ପଞ୍ଚାୟତର ଆନନ୍ଦ ବଜାର ଠାରେ ଥିବା ଦୀର୍ଘ ୧୪ବର୍ଷ ହେବ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶିକ୍ଷା ଅନୁଷ୍ଠାନ ଚାଲୁଅଛି।ପ୍ରତି ବର୍ଷ ସରକାରୀ ମେଧାବୃର୍ତ୍ତି ନବୋଦୟ ବିଦ୍ୟାଳୟ ଆଦର୍ଶ ବିଦ୍ୟାଳୟ ପାଉଛନ୍ତି ଗାଆଁ ଅଞ୍ଚଳର ଗରିବ ମେଧା ଶିଶୁଙ୍କୁ ମାଗଣାରେ ଶିକ୍ଷାଦାନ କରି ଆସୁଛନ୍ତି । ବୃକ୍ଷକୁ ଭଲ ପାଉଥିବା ପରିବେଶବିତ ତଥା ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ସମାଜ ସେବୀ ସୁଶ୍ରୀ ପ୍ରମିଳା ସିଂହଙ୍କ ତରଫରୁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ର ଛାତ୍ରୀ ମାନଙ୍କୁ ପରିବେଶ ସୁରକ୍ଷା ନିମନ୍ତେ ସଚେତନ ବାର୍ତ୍ତା ପ୍ରଦାନ କରି ପିଲାଙ୍କୁ ବୃକ୍ଷ ରୋପଣ ପାଇଁ ପରାମର୍ଶ ଦେଇ ଗଛର ଉପକାରିତା ବିଷୟରେ ବୁଝାଇ ଥିଲେ । ସୁସ୍ଥ ଜୀବନ ପାଇଁ ସୁସ୍ଥ ପରିବେଶ ସୁସ୍ଥ ପରିବେଶ ସୁସ୍ଥ ସମାଜ ପରିବେଶର ସୁରକ୍ଷା ଲାଗି ସମସ୍ତେ ଆଗେଇ ଆସନ୍ତୁ ନିଜ ଘରେ ଅନ୍ତତଃ ଛାତ ଉପରେ ହେଉ ବା ବାଡ଼ି ମଧ୍ୟରେ ହେଉ କିମ୍ବା ରାସ୍ତା ପାଖରେ ଫୁଲ ଫଳ ତଥା ଅନ୍ୟାନ୍ୟ ଗଛ ଲଗାନ୍ତୁ ଏବଂ ଏହାର ସୁରକ୍ଷା ନିଅନ୍ତୁ ଅବସରରେ ସମସ୍ତେ ପରିବେଶର ସୁରକ୍ଷା ଲାଗି ସଂକଳ୍ପବଦ୍ଧ ହେବା ଗଛ ଆମର ଭାଇ ଦିଅଇ ଆମକୁ ସୁରକ୍ଷାର ଛାଇ ଗଛ ରହିଲେ ସୁରକ୍ଷିତ ଭଲ ହେବ ଆମ ଭବିଷ୍ୟତ ସୁଶ୍ରୀ ପ୍ରମିଳା ସିଂହ ସହିତ ବିଦ୍ୟାଳୟର ଗୁରୁ ମାଆ ଏବଂ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ ।

Post a Comment